ନାଗପୁର, ୨୮/୭: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ନାଗପୁର ମହାନଗରର ଅଜନୀ ଭାଗରେ ସ୍ୱୟଂସେବକମାନଙ୍କ ଦ୍ୱାରା ଅନେକ ପ୍ରକାର ସେବାକାମ ଚାଲୁଅଛି । ସେହି ସେବାକେନ୍ଦ୍ରମାନଙ୍କ ଦ୍ୱାରା ଜୁଲାଇ ୨୭ ତାରିଖରେ ଅନୁଷ୍ଠିତ ହୋଇଯାଇଛି ‘ସେବା ଦର୍ଶନ’ କାର୍ଯ୍ୟକ୍ରମ । ସେବା କାର୍ଯ୍ୟରେ ସାମିଲ ହୋଇଥିବା ପରିବାର ଅର୍ଥାତ ସେବାଦାତା ଏବଂ ଲାଭାର୍ଥି , ସେବା କାର୍ଯ୍ୟରେ ଯୋଗଦେଇଥିôବା ସେବକମାନଙ୍କର ଅନୁଭବ କଥନ ଏବଂ ସକ୍ରାର, ସେବାପାଇଥିବା ବ୍ୟକ୍ତିର ଅନୁଭବ କଥନ ଓ ସଂସ୍କାର ବର୍ଗର ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସେବାଦର୍ଶନ କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମାନନୀୟ ସରକାର୍ଯ୍ୟବାହ ସୁରେଶଭୟାଜୀ ଯୋଶୀ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଶ୍ରୀ ଯୋଶୀ ଲୋକ କଲ୍ୟାଣ ସମିତିର କାର୍ଯ୍ୟ ବିଷୟରେ ଉଲ୍ଲେଖ କରି କହିଲେ ଯେ, ସେବାରେ ରୁଚି ରଖିଥିବା ଲୋକ ସମାଜରେ ଅନେକ ଅଛନ୍ତି । ସେମାନଙ୍କୁ ମାର୍ଗ ଦର୍ଶନ ଦେଲାବାଲା ଆବଶ୍ୟକ ଅଛି । ପ୍ରାମାଣିକ ସ୍ୱରୂପ ସେବା କରୁଥିବା ଲୋକ ସେମାନଙ୍କୁ ମିଳୁ ବୋଲି ସମସ୍ତଙ୍କର ଇଛା । ନିସ୍ୱାର୍ଥ ସେବାଦ୍ୱାରା ବିଭିନ୍ନ ସମସ୍ୟା ଦୂର ହୋଇଥାଏ । ଛୋଟ ଛୋଟ କଥା ଶିଖିବା ଦ୍ୱାରା ପରିବର୍ତନ ଆସିଥାଏ । କଷ୍ଟ କାର୍ଯ୍ୟ ମଧ୍ୟ ସହଜ ହୋଇଯାଏ । ସେବା ଦ୍ୱାରା ଅନ୍ୟମାନେ ମଧ୍ୟ ପରିସ୍ଥିତିକୁ ସହଜରେ ବୁଝି ପାରିଥାନ୍ତି । ସେବାକାମ କରିବା ସମୟରେ ପରିସ୍ଥିତି ଓ ମନସ୍ଥିତିକୁ ବୁଝାଇ ଆଗକୁ ଆଗେଇବାକୁ ହେବ । ସେବାକାର୍ଯ୍ୟ କରିବା ଦ୍ୱାରା ପ୍ରତ୍ୟକ୍ଷ ଅନୁଭବ ହୋଇଥାଏ । ପ୍ରତ୍ୟକ ମନୁଷ୍ୟ ଇଶ୍ୱର ସ୍ୱରୂପ ବୋଲି ଆମର ମାନ୍ୟତା ରହିଛି । ନରସେବା ନାରାୟଣ ସେବା । ଆଗାମୀ ଦିନମାନଙ୍କରେ ମଧ୍ୟ ସକରାତ୍ମକ ଓ ନିସ୍ୱାର୍ଥପର ସେବା କରିବାକୁ ହେବ । ଏହାଦ୍ୱାରା ଅଧିକରୁ ଅଧିକ ସମାଜ ଯୋଡି ହୋଇ ରହିବ । ଭାଷଣ ଦେଲେ ବା ଅଧିକ କଥା କହିଲେ ସେବା କାମ ହୁଏ ନାହିଁ, ପ୍ରତ୍ୟକ୍ଷ ଅନୁଭବ ନେବା ହେଉଛି ସେବାକାର୍ଯ୍ୟ ।
ଅଜନୀ ଭାଗ ଅନ୍ତର୍ଗତ ହନୁମାନ ନଗର, ରାମେଶ୍ୱରୀ ନଗର, ଓମ୍କାର ନଗର ଏବଂ ନରେନ୍ଦ୍ର ନଗରରେ ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱାବଲମ୍ବନ ତଥା ସଂସ୍କାର କେନ୍ଦ୍ର ଆଦି ସେବାକାମ ସମାଜର ସହଯୋଗରେ ନିସ୍ୱାର୍ଥ ଭାବରେ ସଫଳତା ପୂର୍ବକ ଚାଲୁଅଛି । ନରେନ୍ଦ୍ର ନଗରରେ ୭ ପ୍ରକାର ସେବାକାମ ଚାଲୁଅଛି । ଆୟୁର୍ବେଦ, ଏଲୋପାଥି, ହୋମିଓପାଥି ଚିକିତ୍ସା ଓ ବ୍ଲଡ ଗ୍ରୁଫ ଯାଂଚ ଶିବିରମାନ ଅନୁଷ୍ଠିତ ହେଉଅଛି । ୧୨ ଜଣ ଅଭିଜ୍ଞ ଚକିତ୍ସକ ରୋଗୀମାନଙ୍କର ଚିକିତ୍ସା କରି ମାଗଣାରେ ଔଷଧ ବିତରଣ କରୁଛନ୍ତି । ଏହି ସବୁ ସ୍ୱାସ୍ଥ୍ୟ ପ୍ରକଳ୍ପ ମାଧ୍ୟମରେ ପ୍ରତିବର୍ଷ ୬୫୦୦ ରୁ ୭୦୦୦ ଲୋକ ସୁବିଧା ପାଉଛନ୍ତି । ସ୍ୱାବଲମ୍ବନ ପାଇଁ ପ୍ରଭୂନଗରରେ ନିବେଦିତା ସିଲାଇ ପ୍ରଶିକ୍ଷଣ କେନ୍ଦ୍ର ଚାଲୁଅଛି । ଶିକ୍ଷା କ୍ଷେତ୍ରରେ ଝୋଲା ପୁସ୍ତାକାଳୟ ଏବଂ ସଂସ୍କାର କେନ୍ଦ୍ରମାନ କାର୍ଯ୍ୟ କରୁଛି ।
ଏହି ସେବା ଦର୍ଶନ କାର୍ଯ୍ୟକ୍ରମରେ ବିଦର୍ଭ ପ୍ରାନ୍ତର ସଂଘଚାଳକ ମାନନୀୟ ରାମଜୀ ହରକରେ, ନାଗପୁର ମହାନଗର ସଂଘଚାଳକ ମାନନୀୟ ରାଜେଶ ଜୀ ଲୋୟା ପ୍ରମୁଖ ଯୋଗଦେଇ ମାର୍ଗଦର୍ଶନ କରିଥିଲେ ।
Saturday, July 28, 2018
Tuesday, July 24, 2018
ସଂପୂର୍ଣ୍ଣ ବିଶ୍ୱ ଆମର ପରିବାର : ଇନ୍ଦ୍ରେଶ କୁମାର
ଭୁବନେଶ୍ୱର,(ଭିସାକିଓ),୨୪/୭ : ସଂପୂର୍ଣ୍ଣ ବିଶ୍ୱବାସୀ ସଂଘର ନିଜର ଅଟନ୍ତି, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତିଷ୍ଠା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏଇ ବିଚାର ନେଇ ଆଗେଇ ଚାଲିଛି । କୈଣସି ଜାତି, ଧର୍ମ, ପନ୍ଥ, ସଂପ୍ରଦାୟ ଲୋକମାନଙ୍କ ପାଇଁ ସଂଘ ଶତ୍ରୁ ନୁହେଁ । ସଂଘ ପାଇଁ ସମସ୍ତେ ମିତ୍ର ଅଟନ୍ତି । ଆମେ ମଧ୍ୟ ଅନ୍ୟମାନଙ୍କ ଠାରୁ ଏହି ଆଶା କରୁଛୁ । ତେବେ ଯାଇ ଭାରତ ଏକ ହେବ, ଶ୍ରେଷ୍ଠ ହେବ । ଆମେ କାହାରିକୁ ଶତ୍ରୁ ବୋଲି ଭାବି ନାହୁଁ ଏବଂ ଇତିହାସ ଏହି କଠିନ ସତ୍ୟର ସାକ୍ଷୀ ଅଟେ । ବସୁଧୈବ କୁଟୁ୍ମ୍ଭକମ୍ ଆମର ମୂଳ ଧାରଣା ଅଟେ । ସଂପୂର୍ଣ୍ଣ ବିଶ୍ୱ ଆମର ପରିବାର । ଏହି ମୌଳିକ ବିଚାରକୁ ନେଇ ଆମେ କାର୍ଯ୍ୟ କରୁଛୁ,ଭେଦଭାବ ଶୂନ୍ୟ ସମାଜ ସ୍ଥାପନା ଆମର ଉଦ୍ଦେଶ୍ୟ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକାରିଣୀ ସଦସ୍ୟ ଇନ୍ଦ୍ରେଶ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ରାଂଚିର ହୋଟେଲ ଚାଣକ୍ୟ ଠାରେ ହିନ୍ଦୁ ଜାଗରଣ ମଂଚ ଦ୍ୱାରା ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଇନ୍ଦେଶ କୁମାର କହିଲେ ଯେ,ସମସ୍ତ ଭାରତୀୟଙ୍କ ପୂର୍ବଜ ଏକ ଅଟନ୍ତି । ଭାରତରେ ବସବାସ କରୁଥିବା ସମସ୍ତ ଅଧିବାସୀ ହିନ୍ଦୁ ଅଟନ୍ତି । ଭାରତର ସୁରକ୍ଷା ଏହାର ସାମାଜିକ ଏକତା ଉପରେ ନିର୍ଭର କରେ । ଏହି ଏକତ୍ୱ ଭାବନାରେ ଦେଶ ସୁରକ୍ଷିତ ରହିବ । ଏଥିପାଇଁ ସମସ୍ତ ଦେଶବାସୀ ନିଜ ଭିତରେ ଥିବା ମତଭେଦକୁ ଭୁଲି ଦେଶକୁ ପୁର୍ନବାର ବିଶ୍ୱଗୁରୁ କରିବା ସହିତ ପରମବୈଭବଶାଳୀ କରିବା ଲକ୍ଷ୍ୟରେ ଏକାଠି ହୋଇଯିବା । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବ୍ୟକ୍ତି ନିର୍ମାଣରୁ ରାଷ୍ଟ୍ର ନିର୍ମାଣ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି । ଆମର କୌଣସି ବ୍ୟକ୍ତିଗତ ଉଦ୍ଦେଶ୍ୟ ନାହିଁ । ପରନ୍ତୁ ରାଷ୍ଟ୍ରହୀତ ସର୍ବପରି । ଭାରତରେ ବସବାସ କରୁଥିବା ଲୋକ ନିଜକୁ ଭାରତୀୟ ରୂପେ ପରିଚିତ କର ,ଭାରତୀୟତାକୁ ସ୍ୱୀକାର କର, ଭାରତକୁ ଭଲ ପାଅ । ଏହି ବିଚାର ନେଇ ସମାଜକୁ ସଂଗଠିତ କରିବାକୁ ହେବ ।
ଶ୍ରୀ ଇନ୍ଦ୍ରଶ ଜୀ କହିଲେ ଯେ,ହିନ୍ଦୁ ସାମ୍ପ୍ରଦାୟୀକତା ନୁହେଁ । ମାନବୀୟତାର ସୂଚକ ଅଟେ । ହିନ୍ଦୁ କୁ ଛାଡିଦେଲେ ଆଉ କୌଣସି ଧର୍ମ ଧର୍ମ ନିରପେକ୍ଷତା ନୁହେଁ । ହିନ୍ଦୁ ଧର୍ମରେ ବିଶ୍ୱ କଲ୍ୟାଣର ବୀଜ ନିହିତ ଅଛି । ବିଶ୍ୱର ସବୁ ସଂକଟର ସମାଧାନ ଆମର ଧର୍ମରେ ରହିଛି । ହିନ୍ଦୁ ଧର୍ମ ଦର୍ଶନ, ଜୀବନ ପଦ୍ଧତି ଦ୍ୱାରା ମାନବ ସଭ୍ୟତା ରକ୍ଷା ହୋଇ ପାରିବ । ଏହାର ପଛରେ ଐତିହାସିକ କାରଣ ରହିଛି । ବିଶ୍ୱର ସବୁ ଧର୍ମର ଇତିହାସକୁ ସମସ୍ତେ ପଢିବା ଉଚିତ । ଆଜି ପର୍ଯ୍ୟନ୍ତ ଧର୍ମ ଇତିହାସରେ ଶାନ୍ତି, ସହିଷ୍ଣୁତା, ଅହିଂସା ଏବଂ ଧର୍ମନିରପେକ୍ଷତାର ବାସ୍ତବିକ ପରିଚୟ କେବଳ ଆମେ ହିଁ ଦେଇଛୁ । ଆଜି ନ ହେଲେ ବି କାଲି ସଂପୂର୍ଣ୍ଣ ବିଶ୍ୱ ଏହି କଠୋର ସତ୍ୟକୁ ସ୍ୱୀକାର କରିବାକୁ ପଡିବ । କାହାରି ଅନିଷ୍ଟ ଏବଂ ଅପମାନ କରିବା ଭାରତୀୟମାନଙ୍କର ମନରେ ନାହିଁ । ଏହି ସିଦ୍ଧାନ୍ତକୁ ଆମେ ଏବଂ ଆମର ପୂର୍ବଜମାନେ ପ୍ରମାଣ କରି ଦେଖାଇଛନ୍ତି । ସଂଘ ମଧ୍ୟ ଏହି ପଥରେ ସଦାସର୍ବଦା ଚାଲୁଅଛି । ସମରସତା ସମାଜ ନିର୍ମାଣ ସଂଘର ଉଦ୍ଦେଶ୍ୟ ଅଟେ ବୋଲି ଶ୍ରୀ ଇନ୍ଦ୍ରେଶ ଜୀ ପ୍ରକାଶ କରିଛନ୍ତି ।
Friday, June 8, 2018
୫ ମାସରେ ହଜାରରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ
ଶ୍ରୀନଗର,୮।୬: ଜମ୍ମୁ-କଶ୍ମୀର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଚଳିତ ବର୍ଷ ପାକିସ୍ତାନ ହଜାରରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଆତଙ୍କବାଦୀ ଅନୁପ୍ରବେଶ ଲାଗି ପାକିସ୍ତାନ ଏପରି କରୁଥିବା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚିତ କରାଯାଇଛି। ଚଳିତ ବର୍ଷ ଜାନୁୟାରୀ ୧ ତାରିଖ ଠାରୁ ଇତିମଧ୍ୟରେ ପାକିସ୍ତାନ ବାରମ୍ବାର ନିୟନ୍ତ୍ରଣରେଖାଠାରେ ୨୦୦୩ ଅସ୍ତ୍ରବିରତି ଚୁକ୍ତିର ଉଲ୍ଲଂଘନ କରୁଛି। ଫଳରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗିରହିଛି। ସୁରକ୍ଷା ଦୃଷ୍ଟିରୁ ସୀମାବର୍ତ୍ତୀ ଗ୍ରାମଗୁଡ଼ିକର ଜନସାଧାରଣଙ୍କୁ ସ୍ଥାନାନ୍ତରଣ କରାଯିବା ସହିତ ସମ୍ପୃକ୍ତ ଅଞ୍ଚଳରେ ସମସ୍ତ ସ୍କୁଲ କଲେଜକୁ ବନ୍ଦ କରି ଦିଆଯାଇଛି। ଏହାଦ୍ୱାରା ସାଧାରଣ ଜୀବନ ବିପର୍ଯ୍ୟସ୍ତ ହୋଇପଡିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
କୁପଓ୍ବାରା ହାରିଲ୍ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ
କୁପଓ୍ବାରା ହାରିଲ୍ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ
ଶ୍ରୀନଗର,୮।୬: ଜମ୍ମୁ-କଶ୍ମୀର କୁପଓ୍ବାରା ଜିଲା ହାରିଲ୍ ଅଞ୍ଚଳରେ ସେନା ପାଟ୍ରୋଲିଂ ଦଳ ଉପରେ ଶୁକ୍ରବାର ପୁଣି ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ଭାରତୀୟ ସୁରକ୍ଷାମୁଖପାତ୍ର ସୂଚିତ କରିଛନ୍ତି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି। ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ କୁପଓ୍ବାରାର ନିୟନ୍ତ୍ରଣ ରେଖା ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଗୁରୁବାର ମଧ୍ୟ ଏଠାରେ କେରାନ ସେକ୍ଟରରେ ସେନା ପାଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୨ ଜଣ ଯବାନ ଆହତ ହୋଇଥିଲେ।
Thursday, June 7, 2018
@ûeGiGi Kû~ðýKâcùe _âYa
@ûeGiGi Kû~ðýKâcùe _âYa
MZ Zò^ò Pûeò ahð ]eò KõùMâi, aûciû¹êLý Gaõ Gcû^u ijù~ûMú ùKùZK Qûcê@û
iõMV^ ùK¦âùe aòùR_ò ieKûe, aòùR_ò Gaõ @ûeGiGi C_ùe KâcûMZ bûùa
‘@ijò¾êZû’e @ûùeû_ fMûAPûfò[ôùfö aòbò^Ü ùlZâùe [ôaû C_ùeûq \kcû^ue
ic[ðKcû^uê aòùR_ò ieKûe RûYògêYò jAeûY jeKZ KeêQò Gaõ ^òR ic[ðKcû^uê
aòbò^Ü c~ðýû\ûR^K _\_\aú I _êeÄûe ù\CQò ùaûfò c¤ ùicûù^ @bòù~ûM Keò[ôùfö
Kjòaû aûjêfý ù~, ùK¦âùe G^WòG ieKûe @ûiòaû _ìaðeê ajê c~ðýû\û_ì‰ð _\_\aúùe
ùKak KõùMâi, aûc_^Úú Gaõ G^WòG aòùeû]ô aýqòcû^uê _âZòÂòZ Keû~òaûe GK_âKûe
_eµeûKê _ìaðeê ù~ùZùaùk aòùR_ò aòùeû] Keê[ôfû ùiùZùaùk aòùR_ò Z[û iõN
_eòaûeKê Mû§ú jZýûKûeú ùaûfò fû‚^û ù\A ^ò¦òZ Keòaûe @_ùPÁû Keû~ûC[ôfûö
ùcûUûùcûUò bûùa Gcûù^ iaê iõN _eòaûeKê ‘@Æégý’ bûùa aòPûe Keê[ôùfö Gjò ‘@Æégý’
cûù^ ù~ùZùaùk lcZûKê @ûiòùf ùiùaVûeê ^òR ^òRe baòhýZKê @§Kûe ù\Lô Gcûù^
@ûjêeò ùRûeùe Mkû`Uû Pò}ûe Keê[ôùfö Gcû^u _ûAñ _ìaðZ^ eûÁâ_Zò Z[û KõùMâie
aeò ù^Zû _âYa cêLûRðúue @ûeGiGie ùK¦âúd Kû~ðýûkd Vûùe @^êÂòZ ùjC[ôaû
ZéZúd ahð iõN gòlûaMðe icûùeû_ Kû~ðýKâcùe @Zò[ô bûùa ù~ûMù\aû NUYû ù~ZòKò
@û½~ðýR^K [ôfû Zû’Vûeê @]ôK gq ]KÑû c¤ [ôfûö Gjûe KûeY ùjCQò \úNð \ò^ ]eò
@ûeGiGi aòùeû]ùe Mû§ú jZýû Vûeê @ûe¸ Keò aòbò^Ü K\~ðý @ûùeû_ jêGZ baòhýZùe
fMûAaû i¸a ùja^ûjó, ~\ò gâú cêLûRðú iõNe Kû~ðýKâcKê ^òKUeê ù\Lô _âgõiû Keò\ò@«òö
Kjòaû aûjêfý ù~, @ZòZùe Mû§úRúue jZýû_eò GK RN^ý @bòù~ûM @ûYò iõN aòùeû]ùe
aýû^þ aû ^òùh]ûù\g RûeòKeòaû Vûeê iõNe ZZþKûkú^ Kû~ðýK©ðûcû^uê \úNð \ò^ ]eò
ùRfþùe eLôaû _ùe c¤ ùKøYiò ùMûUòG aò @bòù~ûMe iZýZû _âcûYòZ ^ùjaûeê iõN
C_eê Gjò ^òùh]ûù\g _ìaðZ^ ÊeûÁâcªú iŸðûe _ùUf _âZýûjûe Keòaû ij iõN
Kû~ðýK©ðûcû^uê ii¹û^ Kûeûcêq Keò[ôùfö ùKak iŸðûe _ùUf ^êjñ«ò, ^òùR cjûZàû
Mû§ú, WKÖe @ûù´\Ke, _ŠòZ c\^ùcûj^ cûfaý, _ìaðZ^ _â]û^cªú fûf aûjû\ìe
gûÈú AZýû\ò ajê _êeêLû KõùMâi ù^Zû aòbò^Ü icdùe iõN iµKðùe @ûiòaû _eVûeê iõN
aòùeû]ùe Keû~ûC[ôaû aòbò^Ü @__âPûeKê ^òeû]ûe ùaûfò C_f²ò Keòaû ij Gjò iõMV^e
aòbò^Ü eP^ûZàK Kû~ðý, R¹ê-Kûgàúe C_ùe _ûKòÉû^ @ûKâcY icdùe bûeZúd iêelû
aûjò^úu _ûAñ gâú^Me aòcû^a¦ee ceûcZò, G_eòKò aòbò^Ü ~ê¡ icdùe @ûMê@û NûUòKê
~ûA ùi^ûKê @ûagýK eq\û^ _â\û^ Keòaû, G_eòKò 1965ùe _ûKòÉû^ ~ê¡ icdùe
\òfäúe Uâû`òKþ ^òdªY aýaiÚûKê iêPûeê eìù_ iõ_û\^ Keòaû, bìcòKµ, a^ýû, aûZýû, \êbòðl
_eò _âûKéZòK \êaðò_ûK icdùe iõN ÊdõùiaKcû^ue ^òÊû[ð_e icûRùiaûKê ùicûù^
Cy _âgõiû Keò~ûAQ«òö G_eòKò iõNe ùNûe aòùeû]ô Kêjû~ûC[ôaû ÊMðZû _â]û^cªú
A¦òeû Mû§ú c¤ iõNe \ßòZúd ieiõN PûkK MêeêRú ùMûfIßûfKeu ù\jû« icdùe
Zûu iµKðùe ù\A[ôaû c«aý @Zý« _âYò]û^ù~ûMýö ùi Kjò[ôùf, ‘cêñ jêGZ Zûue
(ùMûfIßûfKeue) @û\gðùe ijcZ ùjûA^_ûùe, Kò«ê Zûue C}éÁ PeòZâa©û I ù\gbqòe
_eûKûÂû; ~ûjûKê fl fl Zûu @^êMûcú @Zý« gâ¡û Keê[ôùf; ùi[ô_âZò iùPZ^ Gaõ
ùi[ô_ûAñ Zûuê Mbúe i¹û^ Kùe’ö Gjû iù©ß @ù^K icdùe aòùR_ò _âZò [ôaû C_ùeûq
\kcû^ue eûRù^÷ZòK gZîZû ùjZê ùak @ùakùe ‘iõN _eòaûe’ C_ùe Gjò _êeêYû
@bòù~ûM @ûYòaûKê Gcûù^ _Qû«ò ^ûjóö CùfäLù~ûMý ù~, ù\ge @^ýZc @Zý« ùfûK_âòd
_â]û^cªú @Uk aòjûeú aûRù_dú Gaõ C_ _â]û^cªú fûfKé¾ @ûWIßûYúu C_ùe c¤
Gbkò cò[ýû @bòù~ûM aûe´ûe fMû~ûAQòö iõN aòùeû]cû^u \êbðûMý ù~, icÉ _âKûe
cò[ýû @bòù~ûM iù©ß ^òe«e bûùa iõN Kû~ðý aé¡ò _ûAaûùe fûMòQòö Gjò _eòù_âlúùe
RùY aògòÁ eûÁâù^Zû _âYa cêLûRðu iõN Kû~ðýKâcùe @õgMâjY Keòaû Gcû^u _ûAñ
aò^û ùcNùe aRâ_ûZ i\ég ùjûA[aûeê Gcûù^ cìkeê Zûu ù~ûMù\aûKê ù^A aòbò^Ü
\ê¿âPûe Keò@ûiò[ôùfö Kò«ê RùY ^úZò^ò aýqò bûùa _âYa\û ^òR ^ò¿©òùe @Uk ejò[ôùfö
aòùeû]ôcûù^ ùghùe \û\ûu K^ýû gcðòÂûuê c¤ G[ôùe Zûuê ^òaé© Keòaû _ûAñ aýajûe
Keò[ôùfö Kò«ê \û\û ^òR ^ò¿©òùe ùKøYiò _eòa©ð^ Keò^[ôùfö aeõ Kjò[ôùf ‘cêñ iaêK[û
^ûM_êeùe Kjòaò’ö aeõ Gjò aòùeû]e GK IfUû _âZòKâòdû Zûu C_ùe ù\LôaûKê còkò[ôfûö
ùi ùMûUòG \ò^ _ìaðeê ^ûM_êeùe _j*ô iõNKê Lêaþ _ûLeê ù\LôaûKê C\ýc Keò[ôùfö
^ûM_êeVûùe _j*ôaû _ùe _âYa\û _â[ùc iõNe _âZòÂûZû WKÖe ùjWùMIßûeu
iµKðùe RûYòaûKê ùPÁû Keò[ôùfö ùi Zûu Rúa^ ij iµéq @ù^K NUYûKâce @^ê¤û^
Keò[ôùfö _âKûgù~ûMý ù~, WKÖe ùjWùMIßûe GK \eò\â _eòaûeùe R^àMâjY Keò[ôùf
c¤ aûfýKûkeê _âPŠ _âZòbû ij _âak ù\gbqò bûa^ûùe C\þaê¡ ùjûA Äêf Rúa^eê jòñ
AõùeRcû^uê aòùeû] KeòaûKê @ûe¸ Keò[ôùfö Wûqeú _Xòaû _ûAñ KfòKZû ~ûA[ôaûùaùk
ùiVûùe iKâòd Kâû«òKûeúcû^u iµKðùe @ûiò ùicû^u ijù~ûMú ùjûA[ôùfö Wûqeú
_ûi Keòaû _ùe jêGZþ _âPêe @[ð C_ûRð^ Keòaû ij aòkûi_ì‰ð Rúa^~û_^ Keò_ûeò[ûù«ö
Kò«ê Zûjû ^Keò KõùMâie iKâòd Kû~ðýK©ðû bûùa aòbò^Ü @ûù¦ûk^ùe iûcòf ùjûA GKû]ôKaûe
KûeûaeY Keò[ôùfö Gjò icdùe ùi ajê iûcûRòK iõÄûe Kû~ðýùe c¤ iKâòd [ôùfö ^òR
~êa adiùe ùi C_f²ò Kùf ù~, @ûc ù\gùe GKZûe @bûa Gaõ RûZòùb\ Keò ajê
KêiõÄûee _âûafý ù\gKê \êaðk Keòaûe _âcêL KûeYö ùZYê, Gjò \êAUò _âcêL \êaðkZûKê
\ìe Keòaû _ûAñ ^òRÊ Xwùe ùi eûÁâúd ÊdõùiaK iõNe _âZòÂû Keò[ôùfö Zûue
CyùKûUúe PeòZâa©û, ^òÃ_U ùiÜj I ù\gbqòùe C\þaê¡ ùjûA Kâùc jRûe jRûe
Kòùgûe Z[û ~êaK iõNùe ù~ûMù\ùfö WKÖe ùjWùMIßûe [ôùf aâjàPûeúö Zûu @û\gðùe
@^ê_âûYòZ ùjûA jRûe jRûe ~êaK ù\gRûZò _ûAñ ^òR aýqòMZ Rúa^e iêL Êûz¦ýKê
ZýûM Keò iõN Kû~ðý aé¡ò _ûAñ ^òRKê ic_ðòZ Kùfö iõN Kû~ðýaé¡òe _Qùe Gjò cjûZàûue
ZýûM_ìZ Rúa^ jòñ cìkù_âeYû [ôfûö iõN @ûe¸ ùjaûe cûZâ 15 ahð _ùe Gjò cjûZàûue
_eùfûK ùjaûeê \ßòZúd ieiõN PûkK bûùa MêeêRú ùMûfIßûfKe \ûdòZßMâjY Kùfö
Kûgú aògßaò\ýûkdùe @¤û_^û Keê[ôaû MêeêRúu Rúa^ú [ôfû RùY Z_Êú Êûbûaeö @û¤ûZàòK
Rúa^e gòLeùe _j*ô[ôaû MêeêRú _ea©ðò @aiÚûùe gueûPû~ðý _\Kê c¤ _âZýûLýû^
Keò icûRùiaûùe Rúa^ C›Mð Keò[ôùfö Zûu ù^ZéZßùe iõN Kû~ðýe aýû_K aé¡ò
ùjaûij icûRe aòbò^Ü aMðùe iõN ^òRÊ @û\gðKê _âZòÂòZ Keò_ûeò[ôfûö _âPûe _âiûeùe
iõN aògßûi Keê^[ôaûeê @ù^Ku c^ùe Gjò iõMV^ iµKðùe @ùjZêK ]ûeYû ejò[ôfûö
ùZYê _ìað a‰ðòZ ù^ZécŠkúu iùcZ icûRe ajê i¹û^òZ aýqò iõN Kû~ðýKê _ûLeê
ù\Lôaû _ûAñ @ûiòaû _ùe jó ùicû^u c^ùe [ôaû bâc ]ûeYû \ìe ùjûA[ôfûö
_âYa\û ùMûUòG \ò^ _ìaðeê ^ûM_êeùe _j*ô iõNe _âZòÂûZû, \ßòZúd ieiõNPûkK
Gaõ ù^ZécŠkúu ij cògòaû _ùe @^ýcû^u _eò Zûu c^ùe [ôaû ajê bâc]ûeYû \ìe
ùjûA[ôfûö ùZYê ùi WKÖe ùjWùMIßûeu R^àiÚû^ _eò\gð^ Keòaû ij Zûu iáZò c¦òeùe
cûfýû_ðY Keòaû icdùe _eò\gðK _êÉòKûùe ‘bûeZcûZûu RùY cjû^þ i«û^u _âZò
gâ¡û¬kò RYûA cêñ @û^¦òZ’ ùaûfò CùfäL KeòaûKê _QNê*û ù\A^[ôùfö ùiVûùe iõN
gòlûaMðùe ù\ge aòbò^Ü ùKûYeê @ûiò[ôaû ÊdõùiaKcû^u iµKðùe aòbò^Ü Z[ý RûYòaû
Gaõ ^òR @ûLô@ûMùe gòlû[ðúcû^u aòbò^Ü _â\gð^ _âZýl Keòaû _ùe Zûu c^ùe [ôaû
@ù^K bâc]ûeYû ù~ \ìe ùjûA[ôa Gjû Zûu bûhYeê _eÇêU ùjûAQòö ùi Kjò[ôùf ‘cêñ
ù\gbqòe K[û KjòaûKê @ûiòQò’ö Zûu bûhYùe G_eò ùKøYiò iõN aòùeû]ô c«aý ^[ôfû
ù~Cñ[ô_ûAñ KõùMâi iùcZ ajê aòùeû]ô @ù_lû Keò[ôùfö aeõ iõNe cêLý WKÖe ùcûj^
bûMaZþ Gaõ Zûu bûhY c¤ùe GK ÊûbûaòK iûc¬iý aûeò ùjûA_Wê[ôfûö ùi eaò¦â
^û[ VûKêeu Vûeê ù^ùjeêu _~ðý« ù~Cñcû^u C¡éZò ù\A[ôùf ùi[ôùe ùKøYiò
aòùeû]ûbûh ^[ôfûö @agý ‘iõN iõN ùjûA ejòa Gaõ _âYa _âYa ùjûA ejòùa’ Gjò
iZýZûKê cù^eLô Gbkò @aû«e aòùeû]Kê bêfò~òaû ~[û[ð ùjaö
୪୫୦ ଆତଙ୍କବାଦୀ ଅନୁପ୍ରବେଶ ଲାଗି ପ୍ରସ୍ତୁତ
ଶ୍ରୀନଗର,୭।୬: ଜମ୍ମୁ-କଶ୍ମୀର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ୪୫୦ ଆତଙ୍କବାଦୀ ଅନୁପ୍ରବେଶ ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ପାକିସ୍ତାନର ୧୧ଟି ଲଞ୍ଚିଂ ପ୍ୟାଡ୍ଠାରେ ସେମାନେ ସୁଯୋଗକୁ ଚାହିଁ ବସିଛନ୍ତି। ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଆତଙ୍କବାଦୀଙ୍କୁ ପାକ୍ ଅଧିକୃତ କଶ୍ମୀର ବାଟ ଦେଇ ଭାରତରେ ଅନୁପ୍ରବେଶ କରାଇବାର ଯୋଜନା ପ୍ରସ୍ତୁତ କରିଛି। ଏହି ଅଞ୍ଚଳର ବୋଇ, ମଦାରପୁର, ଫଗୋଶ, ଦେବଲିୟାଁ ପ୍ରଭୃତିଠାରେ ଆତଙ୍କବାଦୀମାନେ ଡେରା ପକାଇ ରହିଥିବା ରିପୋର୍ଟରେ ସୂଚିତ କରାଯାଇଛି।
କୁପଓ୍ବାରାରେ ଆତଙ୍କବାଦୀ ଆକ୍ରମଣ: ୨ ଯବାନ ଆହତ
ଶ୍ରୀନଗର,୭।୬: ଜମ୍ମୁ-କଶ୍ମୀର କୁପଓ୍ବାରା ଜିଲାରେ ନିୟନ୍ତ୍ରଣ ରେଖାଠାରେ ସେନାର ପାଟ୍ରୋଲିଂ ଦଳ ଉପରେ ଗୁରୁବାର ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ୨ ଜଣ ଯବାନ ଆହତ ହୋଇଥିବା ଭାରତୀୟ ସୁରକ୍ଷା ମୁଖପାତ୍ର ସୂଚିତ କରିଛନ୍ତି। ସମ୍ପ୍ରତି ସ୍ବରାଷ୍ଟ ମନ୍ତ୍ରୀ ରାଜନାଥ ସିଂ ୨ ଦିନିଆ କଶ୍ମୀରଗସ୍ତରେ ଆସି ଶ୍ରୀନଗରରେ ପହଞ୍ଚିଛନ୍ତି। ସେ କୁପଓ୍ବାରା ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତକାଳରେ ସେ ଅସ୍ତ୍ରବିରତି ସ୍ଥିତିର ଅନୁଧ୍ୟାନ କରିବେ ବୋଲି କୁହାଯାଉଛି।
Tuesday, June 5, 2018
କିଷନଗଙ୍ଗା ଡ୍ୟାମ୍ ବିବାଦ; ଓଲଟା ଭାରତର ଦାବି ମାନିବାକୁ ପାକିସ୍ତାନକୁ ବିଶ୍ୱବ୍ୟାଙ୍କ୍ର ନିର୍ଦ୍ଦେଶ
ହେଗ୍, ୫/୬ : ଉତ୍ତର କାଶ୍ମୀରର ବନ୍ଦୀପୁର ଅଞ୍ଚଳରେ ସିନ୍ଧୁ ନଦୀର ଶାଖାନଦୀ କିଷନଗଙ୍ଗା ଉପରେ ନିର୍ମିତ ୩୩୦ ମେଗାୱାଟ୍ କ୍ଷମତାସମ୍ପନ୍ନ ଜଳବିଦ୍ୟୁତ୍ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାସରେ ଉଦ୍ଘାଟନ କରିଥିଲେ । ସେବେଠାରୁ ଏହାକୁ ନେଇ ପାକିସ୍ତାନ ଅସହିଷ୍ଣୁତା ବ୍ୟକ୍ତ କରିଆସିଛି । ଏପରିକି ପାକିସ୍ତାନର ଆଟର୍ଣ୍ଣି ଜେନେରାଲ୍ ଅସ୍ତର ଆସଫ୍ ଅଲ୍ଲୀଙ୍କ ନେତୃତ୍ୱରେ ଏକ ଟିମ୍ ବିଶ୍ୱବ୍ୟାଙ୍କ୍ର ଅଧ୍ୟକ୍ଷ କ୍ରିଷ୍ଟାଲିନା ଜର୍ଜିଭାଙ୍କୁ ଭେଟି ଭାରତ ବିରୁଦ୍ଧରେ ଫେରାଦ ହୋଇଥିଲେ । କେବଳ ସେତିକି ନୁହେଁ ପାକିସ୍ତାନ ଏହି ପ୍ରସଙ୍ଗରେ ଅନ୍ତରାଷ୍ଟ୍ରୀୟ ନ୍ୟାୟିକ ଅଦାଲତକୁ ଯିବାକୁ ଧମକ ମଧ୍ୟ ଦେଇଥିଲା । ତେବେ ଭାରତ ଦର୍ଶାଇଥିଲା ଯେ, ୧୯୬୦ରେ ଉଭୟ ଦେଶ ମଧ୍ୟରେ ସମ୍ପାଦିତ ହୋଇଥିବା ସିନ୍ଧୁ ଚୁକ୍ତିନାମା ଅନୁସାରେ ଏହି ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣ ହୋଇଛି । ଭାରତର ଏହାର ଆବଶ୍ୟକତା ଅନୁସାରେ କିଛି ଜଳ ଉପଯୋଗ କରିବ । ଏହାକୁ ପାକିସ୍ତାନ ରୋକିପାରିବ ନାହିଁ ଏବଂ ଏହା ଉପରେ ଅନୁଧ୍ୟାନ କରିବା ପାଇଁ ଆବଶ୍ୟକ ପଡ଼ିଲେ ଜଣେ ନିରପେକ୍ଷ ବିଶେଷଜ୍ଞଙ୍କୁ ମଧ୍ୟସ୍ଥ ଭାବେ ନିଯୁକ୍ତ କରିବାକୁ ଭାରତ କହିଥିଲା । ବିଶ୍ୱବ୍ୟାଙ୍କ୍ ପାକିସ୍ତାନର ଦାବିକୁ ଅଗ୍ରାହ୍ୟ କରିବା ସହ କହିଛି ଯେ, ପାକିସ୍ତାନ ଭାରତର ପରାମର୍ଶ ମୁତାବକ ଜଣେ ନିରପେକ୍ଷ ବିଶେଷଜ୍ଞଙ୍କୁ ମଧ୍ୟସ୍ଥ ଭାବେ ଗ୍ରହଣ କରୁ । ଏହି ମାମଲା ଅନ୍ତରାଷ୍ଟ୍ରୀୟ ନ୍ୟାୟିକ ଅଦାଲତକୁ ପଠାଇବା ପାଇଁ ବିଶ୍ୱବ୍ୟାଙ୍କ୍ ଅଗ୍ରାହ୍ୟ କରିଦେଇଛନ୍ତି ।
ଅସ୍ତ୍ର ବିରତି ଉଲ୍ଳଂଘନକୁ ଆମେ ବରଦାସ୍ତ କରିବୁ ନାହିଁ
ନୂଆଦିଲ୍ଲୀ, ୫/୬ : ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସୀମାରେ ହେଉଥିବା ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଅସ୍ତ୍ର ବିରତି ଉଲ୍ଳଂଘନକୁ ଆମେ ବରଦାସ୍ତ କରିବୁ ନାହିଁ । ରମଜାନ୍ ଅବସରରେ ଆମେ ଘୋଷଣା କରିଥିଲୁ ଅସ୍ତ୍ରବିରତି ବଳବତ୍ତର ରହିବ; କିନ୍ତୁ ଆମ ଜବାନ କିମ୍ବା ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ହେଲେ ତାହାର ମୁହଁତୋଡ଼ ଜବାବ ଦିଆଯିବ । ରମଜାନ୍ ସମୟରେ ଅସ୍ତ୍ରବିରତିର ଅର୍ଥ ନୁହେଁ ଯେ, ଆକ୍ରମଣ ହେଲେ ସେନା ହାତବାନ୍ଧି ଚୂପ ବସିବ ବୋଲି ପୂର୍ବରୁ ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ।
ମୋଗଲ ସରାଇ ଜଙ୍କସନର ନାମ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ
ଲକ୍ଷେ୍ନø, ୫/୬ : ଉତ୍ତର ପ୍ରଦେଶ ସରକାର ଏକ ବିଜ୍ଞପ୍ତି ମାଧ୍ୟମରେ ମୋଗଲ ସରାଇ ଜଙ୍କସନର ନାମ ପରିବର୍ତ୍ତନ କରିଛନ୍ତି । ଏହି ଜଙ୍କସନର ନାମ ଏବେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ କରାଯାଇଛି । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଜନସଂଘର ନେତା ପଣ୍ଡିତ ଦୀନଦୟାଲ ୧୯୬୮ ଫେବୃୟାରୀ ୧୧ରେ ଏହି ଷ୍ଟେସନରେ ଏକ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଦେଶର ଚତୁର୍ଥ ବ୍ୟସ୍ତବହୁଳ ଏହି ଷ୍ଟେସନ ବ୍ରିଟିଶ ଅମଳରେ ନିର୍ମିତ ହୋଇଥିଲା
୫ ବର୍ଷ ଧରି ଭିକାରୀ ଓ ବେସାହାରାଙ୍କୁ ମାଗଣାରେ ଚିକିତ୍ସା କରି ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି ଡାକ୍ତର
୫ ବର୍ଷ ଧରି ଭିକାରୀ ଓ ବେସାହାରାଙ୍କୁ ମାଗଣାରେ ଚିକିତ୍ସା କରି ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି ଡାକ୍ତର ଦମ୍ପତ
ପୁଣେ, ୫ ।୬: ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ । କିନ୍ତୁ ଏବେ ଡାକ୍ତରଙ୍କୁ ନେଇ ଲୋକଙ୍କ ମନରେ ଏକ ଭିନ୍ନ ଧାରଣା ସୃଷ୍ଟି ହୋଇଛି । କାରଣ ଏବେ ଡାକ୍ତରମାନେ ରୋଗୀଙ୍କ ଚିକିତ୍ସା କରିବା ବଦଳରେ ଟଙ୍କା ପଛରେ ଧାଉଁଛନ୍ତି । ଏପରିକି ଟଙ୍କା ପାଇଁ ଡାକ୍ତର ରୋଗୀଙ୍କ ଶବକୁ ମଧ୍ୟ ଛାଡୁ ନାହାଁନ୍ତି । କିନ୍ତୁ ଏସବୁ ଭିତରେ ବି ମରିନି ମାନବିକତା । ସମାଜରେ ଏମିତି କିଛି ଡାକ୍ତର ଅଛନ୍ତି ଯେଉଁମାନେ ଟଙ୍କା ପଛରେ ନ ଦୌଡି ଗରିବ ଓ ବେସାହାରାଙ୍କ ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେଇଛନ୍ତି । ଆଉ ଏହାର ପ୍ରତ୍ୟେକ୍ଷ ଉଦାହରଣ ହେଉଛନ୍ତି ପୁଣେର ଡାକ୍ତର ଦମ୍ପତି । ଭିକାରୀ, ଗରିବ ଓ ଅସହାୟଙ୍କ ପାଇଁ ଭଗବାନ ଭାବେ ଉଭା ହୋଇଛନ୍ତି ପୁଣେର ଏହି ଡାକ୍ତର ଦମ୍ପତି ଅଭିଜିତ୍ ଓ ମନୀଷା ସୋନବାନେ । ଟଙ୍କା ବରଂ ଅସହାୟଙ୍କୁ ଚିକିତ୍ସା ଯୋଗାଇଦେବାକୁ ଜୀବନୀ ବ୍ରତ ଭାବେ ଧରି ନେଇଛନ୍ତି ଏହି ଡାକ୍ତର ଦମ୍ପତି । ଉଭୟ ସ୍ୱାମୀ ଓ ସ୍ତ୍ରୀ ସୋହମ ନାମକ ଏକ ସଂଗଠନ ଗଢିଛନ୍ତି, ଯାହା ଭିକାରୀମାନଙ୍କର ମାଗଣାରେ ଚିକିତ୍ସା କରିଥାଏ । ଏପରିକି ଡାକ୍ତର ଅଭିଜିତ୍ ନିଜେ ପ୍ରତ୍ୟେକ ଦିନ ସକାଳୁ ବିଭିନ୍ନ ଧାର୍ମିକ ସ୍ଥଳ ବୁଲିବା ସହ ବାହାରେ ବସିଥିବା ଭିକାରୀଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥାନ୍ତି । ଆଉ ଯେଉଁମାନଙ୍କୁ ରୋଗ ହୋଇଥିବାର ଜାଣିଥାନ୍ତି ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ କରିଦେଇଥାନ୍ତି । ବିଭିନ୍ନ ଧାର୍ମିକ ସ୍ଥଳକୁ ଯାଇଥିବାବେଳେ ଡାକ୍ତର ଦମ୍ପତି ଅନେକ ବେସାହାରା ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ୍ୁ ଭେଟିଥାନ୍ତି । ଏମାନଙ୍କ ଚିକିତ୍ସା ତ ଦୂରର କଥା ଏମାନଙ୍କୁ ଦୁଇ ଓଳି ଖାଇବାକୁ ଦେବାକୁ ମଧ୍ୟ କେହି ନଥାନ୍ତି । ଆଉ ଏଭଳି ସମୟରେ ଅଭିଜିତ୍ ସେମାନଙ୍କ ପାଇଁ ଡାକ୍ତର ରୂପି ଭଗବାନ ଭାବେ ଉଭା ହୋଇଛନ୍ତି । ଅଭିଜିତ୍ ନା କେବଳ ଚିକିତ୍ସା କରନ୍ତି ବରଂ ଦରକାର ପଡିଲେ ସେମାନଙ୍କୁ ସରକାରୀ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରିଥାନ୍ତି । ଆଉ ଏଥିପାଇଁ ଆବଶ୍ୟକୀୟ ପଡୁଥିବା ସମସ୍ତ ଖର୍ଚ୍ଚ ସେ ନିଜେ ଦେଇଥାନ୍ତି । ଘରୁ ବାହାରିବାବେଳେ ଅଭିଜିତ୍ ସାଙ୍ଗରେ ଔଷଧ ନେବାକୁ ଆଦୌ ଭୁଲନ୍ତି ନାହିଁ । ସେ ସୋମବାରରୁ ଶନିବାର ପର୍ଯ୍ୟନ୍ତ ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚିକିତ୍ସା କରିଥାନ୍ତି । ଅଭିଜିତ୍ଙ୍କ ପତ୍ନୀ ମନୀଷା ମଧ୍ୟ ପେଶାରେ ଜଣେ ଡାକ୍ତର । ୨୦୧୪ ମସିହାରେ ଏହି ଡାକ୍ତର ଦମ୍ପତି ସୋହମ ଟ୍ରଷ୍ଟ ନାମକ ଏକ ସଂଗଠନ କରିଥିଲେ । ଆଉ ସେବେଠାରୁ ଗରିବ ଓ ବେସାହାରାଙ୍କ ପାଇଁ ଏହି ଡାକ୍ତର ଦମ୍ପତି ପାଲଟି ଯାଇଛନ୍ତି ଭଗବାନ । ଅଭିଜିତ୍ଙ୍କ କହିବା ଅନୁଯାୟୀ, ସମାଜ ପାଇଁ କିଛି କରିବା ମଧ୍ୟ ତାଙ୍କର ଦାୟିତ୍ୱ । ମୁଁ ପ୍ରଥମେ ଗରିବ, ବେସାହାରା ଓ ଭିକାରୀମାନଙ୍କ ଚିକିତ୍ସା କରି ସେମାନଙ୍କୁ ଠିକ୍ କରିଥାଏ ଓ ପରେ ସେମାନଙ୍କୁ ଭିକ ମାଗିବା ଛାଡିବାକୁ କହିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ କହିଥାଏ । ଅଭିଜିତ୍ ନିଜକୁ ଭିକାରୀଙ୍କ ଡାକ୍ତର କହିବାକୁ ଆଦୌ ପଛଘୁଞ୍ଚା ଦିଅନ୍ତି ନାହିଁ । ଏପରିକି ମଝିରେ ମଝିରେ ମେଡିକାଲ କ୍ୟାମ୍ପ ଲଗାଇ ଭିକାରୀମାନଙ୍କର ମୋତିଆ ବିନ୍ଦୁ ଅପରେସନ୍ ମଧ୍ୟ କରିଥାନ୍ତି । ଅଭିଜିତ୍ଙ୍କ ଲକ୍ଷ୍ୟ ହେଉଛି, ମାଗଣାରେ ଏଭଳି ବ୍ୟକ୍ତିଙ୍କର ଚିକିତ୍ସା କରିବା । କାରଣ ଏମାନଙ୍କର ଦେଖାଶୁଣା କରିବାକୁ କେହି ଆଗକୁ ଆସିନଥାନ୍ତି । ଆଉ ଏଭଳି ପରିସ୍ଥିତିରେ ଅଭିଜିତ୍ଙ୍କ ଏହି କାର୍ଯ୍ୟ ଡାକ୍ତରମାନଙ୍କ ପ୍ରତି ସାଧାରଣ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବ । ଏହାସହ ଅନ୍ୟ ଡାକ୍ତରଙ୍କ ପାଇଁ ପ୍ରେରଣା ମଧ୍ୟ ପାଲଟିବ ।
ପୁଣେ, ୫ ।୬: ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ । କିନ୍ତୁ ଏବେ ଡାକ୍ତରଙ୍କୁ ନେଇ ଲୋକଙ୍କ ମନରେ ଏକ ଭିନ୍ନ ଧାରଣା ସୃଷ୍ଟି ହୋଇଛି । କାରଣ ଏବେ ଡାକ୍ତରମାନେ ରୋଗୀଙ୍କ ଚିକିତ୍ସା କରିବା ବଦଳରେ ଟଙ୍କା ପଛରେ ଧାଉଁଛନ୍ତି । ଏପରିକି ଟଙ୍କା ପାଇଁ ଡାକ୍ତର ରୋଗୀଙ୍କ ଶବକୁ ମଧ୍ୟ ଛାଡୁ ନାହାଁନ୍ତି । କିନ୍ତୁ ଏସବୁ ଭିତରେ ବି ମରିନି ମାନବିକତା । ସମାଜରେ ଏମିତି କିଛି ଡାକ୍ତର ଅଛନ୍ତି ଯେଉଁମାନେ ଟଙ୍କା ପଛରେ ନ ଦୌଡି ଗରିବ ଓ ବେସାହାରାଙ୍କ ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେଇଛନ୍ତି । ଆଉ ଏହାର ପ୍ରତ୍ୟେକ୍ଷ ଉଦାହରଣ ହେଉଛନ୍ତି ପୁଣେର ଡାକ୍ତର ଦମ୍ପତି । ଭିକାରୀ, ଗରିବ ଓ ଅସହାୟଙ୍କ ପାଇଁ ଭଗବାନ ଭାବେ ଉଭା ହୋଇଛନ୍ତି ପୁଣେର ଏହି ଡାକ୍ତର ଦମ୍ପତି ଅଭିଜିତ୍ ଓ ମନୀଷା ସୋନବାନେ । ଟଙ୍କା ବରଂ ଅସହାୟଙ୍କୁ ଚିକିତ୍ସା ଯୋଗାଇଦେବାକୁ ଜୀବନୀ ବ୍ରତ ଭାବେ ଧରି ନେଇଛନ୍ତି ଏହି ଡାକ୍ତର ଦମ୍ପତି । ଉଭୟ ସ୍ୱାମୀ ଓ ସ୍ତ୍ରୀ ସୋହମ ନାମକ ଏକ ସଂଗଠନ ଗଢିଛନ୍ତି, ଯାହା ଭିକାରୀମାନଙ୍କର ମାଗଣାରେ ଚିକିତ୍ସା କରିଥାଏ । ଏପରିକି ଡାକ୍ତର ଅଭିଜିତ୍ ନିଜେ ପ୍ରତ୍ୟେକ ଦିନ ସକାଳୁ ବିଭିନ୍ନ ଧାର୍ମିକ ସ୍ଥଳ ବୁଲିବା ସହ ବାହାରେ ବସିଥିବା ଭିକାରୀଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥାନ୍ତି । ଆଉ ଯେଉଁମାନଙ୍କୁ ରୋଗ ହୋଇଥିବାର ଜାଣିଥାନ୍ତି ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ କରିଦେଇଥାନ୍ତି । ବିଭିନ୍ନ ଧାର୍ମିକ ସ୍ଥଳକୁ ଯାଇଥିବାବେଳେ ଡାକ୍ତର ଦମ୍ପତି ଅନେକ ବେସାହାରା ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ୍ୁ ଭେଟିଥାନ୍ତି । ଏମାନଙ୍କ ଚିକିତ୍ସା ତ ଦୂରର କଥା ଏମାନଙ୍କୁ ଦୁଇ ଓଳି ଖାଇବାକୁ ଦେବାକୁ ମଧ୍ୟ କେହି ନଥାନ୍ତି । ଆଉ ଏଭଳି ସମୟରେ ଅଭିଜିତ୍ ସେମାନଙ୍କ ପାଇଁ ଡାକ୍ତର ରୂପି ଭଗବାନ ଭାବେ ଉଭା ହୋଇଛନ୍ତି । ଅଭିଜିତ୍ ନା କେବଳ ଚିକିତ୍ସା କରନ୍ତି ବରଂ ଦରକାର ପଡିଲେ ସେମାନଙ୍କୁ ସରକାରୀ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରିଥାନ୍ତି । ଆଉ ଏଥିପାଇଁ ଆବଶ୍ୟକୀୟ ପଡୁଥିବା ସମସ୍ତ ଖର୍ଚ୍ଚ ସେ ନିଜେ ଦେଇଥାନ୍ତି । ଘରୁ ବାହାରିବାବେଳେ ଅଭିଜିତ୍ ସାଙ୍ଗରେ ଔଷଧ ନେବାକୁ ଆଦୌ ଭୁଲନ୍ତି ନାହିଁ । ସେ ସୋମବାରରୁ ଶନିବାର ପର୍ଯ୍ୟନ୍ତ ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚିକିତ୍ସା କରିଥାନ୍ତି । ଅଭିଜିତ୍ଙ୍କ ପତ୍ନୀ ମନୀଷା ମଧ୍ୟ ପେଶାରେ ଜଣେ ଡାକ୍ତର । ୨୦୧୪ ମସିହାରେ ଏହି ଡାକ୍ତର ଦମ୍ପତି ସୋହମ ଟ୍ରଷ୍ଟ ନାମକ ଏକ ସଂଗଠନ କରିଥିଲେ । ଆଉ ସେବେଠାରୁ ଗରିବ ଓ ବେସାହାରାଙ୍କ ପାଇଁ ଏହି ଡାକ୍ତର ଦମ୍ପତି ପାଲଟି ଯାଇଛନ୍ତି ଭଗବାନ । ଅଭିଜିତ୍ଙ୍କ କହିବା ଅନୁଯାୟୀ, ସମାଜ ପାଇଁ କିଛି କରିବା ମଧ୍ୟ ତାଙ୍କର ଦାୟିତ୍ୱ । ମୁଁ ପ୍ରଥମେ ଗରିବ, ବେସାହାରା ଓ ଭିକାରୀମାନଙ୍କ ଚିକିତ୍ସା କରି ସେମାନଙ୍କୁ ଠିକ୍ କରିଥାଏ ଓ ପରେ ସେମାନଙ୍କୁ ଭିକ ମାଗିବା ଛାଡିବାକୁ କହିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ କହିଥାଏ । ଅଭିଜିତ୍ ନିଜକୁ ଭିକାରୀଙ୍କ ଡାକ୍ତର କହିବାକୁ ଆଦୌ ପଛଘୁଞ୍ଚା ଦିଅନ୍ତି ନାହିଁ । ଏପରିକି ମଝିରେ ମଝିରେ ମେଡିକାଲ କ୍ୟାମ୍ପ ଲଗାଇ ଭିକାରୀମାନଙ୍କର ମୋତିଆ ବିନ୍ଦୁ ଅପରେସନ୍ ମଧ୍ୟ କରିଥାନ୍ତି । ଅଭିଜିତ୍ଙ୍କ ଲକ୍ଷ୍ୟ ହେଉଛି, ମାଗଣାରେ ଏଭଳି ବ୍ୟକ୍ତିଙ୍କର ଚିକିତ୍ସା କରିବା । କାରଣ ଏମାନଙ୍କର ଦେଖାଶୁଣା କରିବାକୁ କେହି ଆଗକୁ ଆସିନଥାନ୍ତି । ଆଉ ଏଭଳି ପରିସ୍ଥିତିରେ ଅଭିଜିତ୍ଙ୍କ ଏହି କାର୍ଯ୍ୟ ଡାକ୍ତରମାନଙ୍କ ପ୍ରତି ସାଧାରଣ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବ । ଏହାସହ ଅନ୍ୟ ଡାକ୍ତରଙ୍କ ପାଇଁ ପ୍ରେରଣା ମଧ୍ୟ ପାଲଟିବ ।
Wednesday, May 23, 2018
ପାକ୍ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ, ୫ ଭାରତୀୟ ନିହତ
ଶ୍ରୀନଗର, ୨୩/୫: ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନରେ ସୀମାନ୍ତ ପୁଣି ଅଶାନ୍ତ ହୋଇଉଠିଛି । ମଙ୍ଗଳବାର ରାତିରୁ ଓ ପୁଣି ବୁଧବାର ଠାରୁ ପାକିସ୍ତାନ ସେନା ଓ ରେଞ୍ଜର୍ସମାନେ ଜାମ୍ମୁ-କାଶ୍ମୀରର ସାମ୍ବା, ଜାମ୍ମୁ, ପୁଞ୍ଚ ଓ ରାଜୌରି ଜିଲାର ନିୟନ୍ତ୍ରଣ ରେଖା ଓ ଆନ୍ତର୍ଜାତିକ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛନ୍ତି । ପାକିସ୍ତାନ ସେନା ଭାରତର ସାମରିକ ଘାଟି ସହିତ ସାଧାରଣ ଜନବସତି ଉପରକୁ ଗୁଳିଗୋଳା ଓ ମୋର୍ଟାର ମାଡ କରିଛନ୍ତି । ଏଥିରେ ୫ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହେବା ସହ ୨୨ଜଣ ଆହତ ହୋଇଛନ୍ତି । ପାକିସ୍ତାନର ଏହି ଅସ୍ତ୍ରବିରତି ଉଲ୍ଲଙ୍ଘନର ଭାରତ କଡା ଜବାବ ଦେଇଛି । ଭାରତର ପ୍ରତି ଆକ୍ରମଣରେ ପାକିସ୍ତାନର କିଛି ରେଞ୍ଜର୍ସ ପ୍ରାଣ ହରାଇବା ସହିତ ଏହାର ସାମରିକ ଶିବିର ଧ୍ୱଂସ ହୋଇଥିବା କୁହାଯାଉଛି । ବିଏସ୍ଏଫର କହିବା ଅନୁଯାୟୀ ଜାମ୍ମୁ ଅଞ୍ଚଳର ରାମଗଡ ଓ ଆର୍ଣ୍ଣିଆ ସେକ୍ଟରରେ ହୋଇଥିବା ପ୍ରତି ଆକ୍ରମଣରେ ପାକିସ୍ତାନ ପକ୍ଷରୁ ବ୍ୟାପକ କ୍ଷତି ହୋଇଛି । ବୁଧବାର ସକାଳ ୯ଟାରୁ ପାକିସ୍ତାନ ପାକ୍ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ, ୫ ଭାରତୀୟ ନିହତ ସେନା ଜମ୍ମୁ, କାଠୁଆ ଓ ଶାମ୍ବା ଜିଲ୍ଲାରେ ଘନଘନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଗତ ୯ ଦିନ ହେବ ପାକିସ୍ତାନୀ ସେନା ଏଭଳି ହରକତ କରୁଛି । ଆଜିର ଗୁଳିମାଡ଼ରେ ୫ ଜଣ ଭାରତୀୟ ନିହତ ହୋଇଛନ୍ତି । ଦୁଇ ଦିନ ତଳେ ଭାରତୀୟ ଜବାନମାନଙ୍କ କଡା କାର୍ଯ୍ୟାନୁଷ୍ଠାନରେ ପାକ୍ ସେନା ହାତ ଟେକି ଦେଇଥିଲା । ହେଲେ ଆଜି ପୁଣି ଏହାର ପୁରୁଣା ହରକତ ଆରମ୍ଭ କରିଛି । ଜାଣିଶୁଣି ଜନବସତି ଉପରକୁ ଗୁଳିଗୋଳା ବର୍ଷଣ କରିଛି । କାଠୁଆ ଜିଲ୍ଲାର ହୀରାନଗର ସେକ୍ଟରରେ ଲୋକଙ୍କ ଘର ଉପରକୁ ମୋର୍ଟାର ମାଡ଼ ହୋଇଥିଲା ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହୁରି ୪ ଜଣ ଗୁରୁତର ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି । ଗତ ୧ ସପ୍ତାହ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ୧୧ ଜଣ ଭାରତୀୟଙ୍କ ପ୍ରାଣହାନୀ ଘଟିଲାଣି । ଅପରପକ୍ଷରେ ବୁଧବାର ଅପରାହ୍ଣରୁ ପୁଣି ପାକିସ୍ତାନ ଆର୍ଏସ୍ପୁରା, ଆର୍ଣ୍ଣିଆ, ଜମ୍ମୁ ଜିଲ୍ଲା ବିଷ୍ଣା, ରାମଗଡ଼ ଓ ଶାମ୍ବା ସେକ୍ଟରରେ ଗୁଳିଗୋଳ ବର୍ଷଣ ଆରମ୍ଭ କରିଛି । ଇତିମଧ୍ୟରେ ଶତାଧିକ ଲୋକଙ୍କୁ ବଙ୍କର ଅଥବା ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସୁରକ୍ଷାକର୍ମୀମାନେ ବୁଲେଟ୍ ପ୍ରୁଫ୍ ଗାଡ଼ି ଦ୍ୱାରା ଲୋକଙ୍କୁ ଉଦ୍ଧାର କରୁଛନ୍ତି । ପାକିସ୍ତାନ ଗୁଳିମାଡ଼ରେ ସବୁଠାରୁ ଅଧିକ ଶୀକାର ହୋଇଛି ଆର୍ଣ୍ଣିଆ ସହର । ଏଠାରେ ଶତାଧିକ ଲୋକ ସରକାରୀ କାର୍ଯ୍ୟାଳୟ ଓ ସ୍କୁଲ୍ଗୁଡ଼ିକରେ ଆଶ୍ରୟ ନେଇଛନ୍ତି । ବିଏସ୍ଏଫ୍ ତରଫରୁ କୁହାଯାଇଛି ଯେ, ୨ ଦିନ ତଳେ ଭାରତୀୟ ସେନାର କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁଁ ପାକ୍ ରେଞ୍ଜର୍ସର ସଂଖ୍ୟାଧିକ ବଙ୍କର ନଷ୍ଟ ହୋଇଯାଇଥିଲା । ଏହାର ପ୍ରତିଶୋଧ ନେବାକୁ ପାକ୍ ରେଞ୍ଜର୍ସ ନିରୀହ ଲୋକଙ୍କୁ ଟାର୍ଗେଟ୍ କରୁଛି । କେବଳ ଚଳିତ ବର୍ଷ ପାକିସ୍ତାନ ୭ଶହରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କଲାଣି । ଏଥିରେ ୪୦ରୁ ଅଧିକ ସାଧାରଣ ଲୋକ ପ୍ରାଣ ହରାଇଥିବାବେଳେ ୫୮ ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିବା ଜଣାପଡିଛି । ପ୍ରକାଶଥାଉକି ପାକିସ୍ତାନ ନିୟମିତ ଭାବେ ଅସ୍ତ୍ରବିରତି ଉଲ୍ଲଙ୍ଘନ ପୂର୍ବକ ସାମରିକ ଘାଟି ଓ ସାଧାରଣ ଜନବସତି ଉପରକୁ ଗୁଳିଗୋଳା ମାଡ କରି ଚାଲିଛି । ପାକିସ୍ତାନ ୨୦୦୩ର ଅସ୍ତ୍ରବିରତି ରାଜିନାମାକୁ ବରାବର ଉଲ୍ଲଙ୍ଘନ କରି ଚାଲିଛି ।ଭାରତ-ପାକିସ୍ତାନ ସୀମାରେ ଲାଗି ରହିଥିବା ଉତ୍ତେଜନା ପ୍ରସଙ୍ଗରେ ପ୍ରଶ୍ନ କରାଯାଇଥିବାବେଳେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ କହିଛନ୍ତି ସୀମାରେ ଏବେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ହେଲେ ଦେଶବାସୀ ସେନା ବାହିନୀ ଉପରେ ପୂର୍ଣ୍ଣ ଭରସା ରଖିବା ଦରକାର । କୃଷକ ଯେପରି ତାର ଶସ୍ୟର ସୁରକ୍ଷା କରେ ସୈନିକ ସେପରି ଦେଶର ସୁରକ୍ଷା କରୁଛନ୍ତି
ଓଡିଶାର ମାଓପ୍ରବଣ ଅଞ୍ଚଳରେ ପ୍ରତିଷ୍ଠା ହେବ ୪୮୩ଟି ମୋବାଇଲ୍ ଟାୱାର
ନୂଆଦିଲ୍ଲୀ, ୨୩/୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ
ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ର ବୈଠକରେ ଦେଶର ୯୬ଟି
ମାଓପ୍ରବଣ ଜିଲ୍ଲାଗୁଡ଼ିକରେ ୪୦୭୨ଟି ମୋବାଇଲ୍ ଟାୱାର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି
ହୋଇଛି । ଏଗୁଡ଼ିକ ମଧ୍ୟରୁ ଓଡ଼ିଶାର ୧୮ଟି ମାଓପ୍ରବଣ ଜିଲ୍ଲାରେ ୪୮୩ଟି
ମୋବାଇଲ୍ ଟାୱାର ପ୍ରତିଷ୍ଠା କରାଯିବ । ଏହି ପ୍ରକଳ୍ପ ନିମନ୍ତେ ମୋଟ୍ ୭,୩୩୦
କୋଟି ଟଙ୍କା ଖର୍ଚ୍ଚ ହେବ । ମାଓପ୍ରବଣ ଅଞ୍ଚଳଗୁଡ଼ିକରେ ଲୋକମାନଙ୍କୁ ସଞ୍ଚାର
ସେବା ଯୋଗାଇ ଦେବା ଓ ଇଣ୍ଟରନେଟ୍ ଜରିଆରେ ବିଭିନ୍ନ ସରକାରୀ ସେବା
ଉପଲବ୍ଧ କରାଇବା ପାଇଁ ଡିଜିଟାଲ୍ ସେଂଯାଗ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ପଦକ୍ଷେପ
ହାତକୁ ନିଆଯିବ । ଏହି ବୈଠକରେ ମାଓପ୍ରଭାବିତ ଅଞ୍ଚଳରେ ଟେଲିସେବାର ଉନ୍ନତି,
ଗମନାଗମନ, ଦୂରଦର୍ଶନ ଓ ବେତାର ସେବାର ପ୍ରସାରଣ ନିମନ୍ତେ ଟାୱାର ସ୍ଥାପନ
ସମ୍ପର୍କରେ ଆଲୋଚନା ହୋଇଥିଲା । ମାଓ ପ୍ରଭାବିତ ଅଞ୍ଚଳରେ ବିକାଶ ପାଇଁ ଫେଜ୨
କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଟାୱାର ପ୍ରତିଷ୍ଠା କରାଯିବ ବୋଲି ଜଣାପଡିଛି ।
Tuesday, May 22, 2018
ଧାର୍ମିକ କାର୍ଡ ଖେଳିଲେ ଆର୍କ ବିଶପ
ନୂଆଦିଲ୍ଲୀ, ୨୨/୫ : ଭାରତବର୍ଷ କେଉଁ ଆବହମାନ କାଳରୁ ଏହାର ସଂସ୍କୃତି, ଶିକ୍ଷା ସାମାଜିକ ତଥା ଭୌଗୋଳିକ ସ୍ଥିତିକୁ ନେଇ ସାରା ବିଶ୍ୱରେ ବର୍ତ୍ତମାନ ଏକ ଉନ୍ନତ ରାଷ୍ଟ୍ର ଭାବରେ ପହଞ୍ôଚବାକୁ ଯାଉଛି । କିନ୍ତୁ ତଥାପି ଏଦେଶରେ କିଛି ଲୋକ ଧର୍ମ ଆଳରେ ଭୋଟ ବ୍ୟାଙ୍କ ସୃଷ୍ଟି କରି ଦେଶକୁ ବିଭାଜନ କରିବାକୁ ଚାହାନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି କୁତ୍ସିତ ଧାର୍ମିକ କାର୍ଡ ଖେଳିଛନ୍ତି ଦିଲ୍ଳୀ ଆର୍କ ବିଶପ ଅନିଲ ଜୋସେଫ ଥୋମାସ କ୍ୟୁଟ୍ଟୋ । ସେ କହିଛନ୍ତି ବର୍ତ୍ତମାନ ଦେଶରେ ଅଶାନ୍ତ ରାଜନୈତିକ ବାତାବରଣ ସହିତ ଧର୍ମ ନିରପେକ୍ଷତା କ୍ଷେତ୍ରରେ ମଧ୍ୟ ସଙ୍କଟ ଦେଖାଯାଉଛି । ଆଗାମୀ ୨୦୧୯ ସାଧାରଣ ନିର୍ବାଚନ କିଭଳି ଶାନ୍ତିଶୃଙ୍ଖଳା ସହିତ ସମ୍ପନ୍ନ ହେବ ସେନେଇ ଦିଲ୍ଳୀ ଆର୍କ ବିଶପ ଏକ ଚିଠି ଜରିଆରେ ଦିଲ୍ଲୀର ସମସ୍ତ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକମାନଙ୍କୁ ଶୁକ୍ରବାର ବ୍ରତ ରଖିବାକୁ ଅନୁରୋଧ କରିଛନ୍ତି । ଏହି ଚିଠିକୁ ବିଜେପି ଶିବିରରେ ତୀବ୍ର ବିରୋଧ କାରଯାଇଛି । ଏହି ଚିଠିରେ ଆର୍କ ବିଶପ ଉଲ୍ଲେଖ କରିଛନ୍ତି ଯେ, ଆମ୍ଭେମାନେ ଏକ ବିଚିତ୍ର ରାଜନୈତିକ ମାହୋଲରେ ଆବର୍ତ୍ତମାନ କରୁଛୁ । ଯାହାଦ୍ୱାରା ଆମ ଦେଶର ସମ୍ବିଧାନ ଓ ଲୋକତନ୍ତ୍ର ମୂଲ୍ୟବୋଧତା ସହିତ ଧର୍ମ ନିରପେକ୍ଷତା ମଧ୍ୟ ସଙ୍କଟରେ ପଡ଼ିବା ସମ୍ଭାବନା ଦେଖାଦେଲାଣି । ଏହା ସହିତ ଚିଠିରେ ଉଲ୍ଲେଖ ଅଛି ଯେ, ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନୂଆ ସରକାର ହେବା ଜରୁରୀ ତେଣୁ ଦିଲ୍ଲୀର ସମସ୍ତ ଖ୍ରୀଷ୍ଟିଆନ ୨୦୧୮ ମଇ ମାସରୁ ଦେଶପାଇଁ ପ୍ରାର୍ଥନା କରିବା ଆବଶ୍ୟକ । ଆମ ଦେଶ ଏବଂ ରାଜନେତାଙ୍କ ପାଇଁ ସର୍ବଦା ପ୍ରାର୍ଥନା କରିବା ଆମ ପାଇଁ ପବିତ୍ର ପ୍ରଥା ଅଟେ । ଏଥିପାଇଁ ସମସ୍ତ ଖ୍ରୀଷ୍ଟ ଭାଇ ଓ ଭଉଣୀ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ଯେଭଳି ଶାନ୍ତି ଶୃଙ୍ଖଳାର ସହିତ ହେବ ସେଥିପାଇଁ ବ୍ରତ ରଖନ୍ତୁ ବୋଲି ଚିଠିରେ ସେ ଅନୁରୋଧ କରିଛନ୍ତି । ଏପରିକି ଯେେତେବଳେ ଯେକୌଣସି ନିର୍ବାଚନ ହୁଏ ସେତେବେଳେ ଆମ୍ଭମାନଙ୍କ ପ୍ରାର୍ଥନା କରିବା ସମୟ ଅଧିକ ହୋଇଥାଏ । ତେଣୁ ଆପଣମାନଙ୍କୁ ଅନୁରୋଧ ମାସ ଶେଷର ପ୍ରତି ଶୁକ୍ରବାର ବ୍ରତ ରଖି ଦେଶକୁ ସଙ୍କଟରୁ ବଞ୍ଚାଇବା ଜରୁରୀ । ଅନ୍ୟପଟେ ଆର୍କ ବିଶପଙ୍କ ଏହି ଚିଠି ରାଜନୈତିକ ମାହଲରେ ହଟଚମଟ ସୃଷ୍ଟି କରିଛି । ଯାହାକୁ ନେଇ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ବରିଷ୍ଠ ନେତାମାନେ ଏହି ଚିଠିର ଘୋର ବିରୋଧ କରିଛନ୍ତି । ଏହି ଚିଠି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନକବୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଥିବା ଭେଦଭାବକୁ ଦୂର କରି ସମସ୍ତଙ୍କୁ ଏକତ୍ରିତ ହୋଇ ବଞ୍ôଚବା ଦିଗରେ କାର୍ଯ୍ୟରତ ଅଛନ୍ତି । ତେଣୁ ଆର୍କ ବିଶପ ତାଙ୍କ ମାନସିକତା ପରିବର୍ତ୍ତନ କରି ପ୍ରଗତିଶୀଳ ଦିଗରେ ଚିନ୍ତା କରିବା ଦରକାର ବୋଲି ନକବୀ କହିଛନ୍ତି । ଏହାର ପ୍ରତିଉତ୍ତରରେ ଦିଲ୍ଳୀ ଆର୍କ ବିଶପଙ୍କ ସଚିବ ଫାଦର ରବିନସନ କହିଛନ୍ତି ଯେ, ଏହି ଚିଠି କୌଣସି ରାଜନୈତିକ କିମ୍ବା ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୁହେଁ ବରଂ ଏହି ଚିଠିରେ ପ୍ରତି ଶୁକ୍ରବାର ଚର୍ଚ୍ଚରେ ଶାନ୍ତି ଶୃଙ୍ଖଳା ସହିତ ପ୍ରାର୍ଥନା କରିବା ପାଇଁ ଲେଖାଯାଇଛି । ତେବେ ଏହି ପ୍ରସଙ୍ଗରେ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କୁହାଯାଇଛି ଯେ, ଦେଶରେ ସଂଖ୍ୟାଲଘୁମାନେ ବେଶ୍ ଅଧିକ ସୁରକ୍ଷିତ ଥିବାବେଳେ ଜାଣିଶୁଣି ଆର୍କ ବିଶପ ଧାର୍ମିକ କାର୍ଡ ଖେଳିଛନ୍ତି । କଂଗ୍ରେସର ପ୍ରରୋଚନାରେ ପୂର୍ବରୁ ମଧ୍ୟ ସେ ଏଭଳି କରିଥିବାର ନଜିର ଅଛି ।
ଭବିଷ୍ୟତ ଯୁଦ୍ଧ ପାଇଁ ଭାରତର ବଡ ପଦକ୍ଷେପ, ଚିନ୍ତାରେ ପାକ୍-ଚୀନ
ନୂଆଦିଲ୍ଲୀ, ୨୨/୫ : ଭବିଷ୍ୟତ ଯୁଦ୍ଧ
ପାଇଁ ଭାରତ ବଡ଼ ପଦକ୍ଷେପ ନେଇଛି । ଏକ
ମହତ୍ତ୍ୱାକାଂକ୍ଷୀ ପ୍ରତିରକ୍ଷା ପ୍ରକଳ୍ପ ଅନୁସାରେ ସୁରକ୍ଷା
ବଳଙ୍କ ନିମନ୍ତେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (କୃତ୍ରିମ୍
ବୁଦ୍ଧିମତା) ବ୍ୟବହାର କରିବାକୁ ଭାରତ କାମ ଆରମ୍ଭ
କରିଛି । ସୁରକ୍ଷାବଳଙ୍କୁ ମାନବ ବିହୀନ ଟ୍ୟାଙ୍କ୍,
ବୁଡ଼ାଜାହାଜ, ଯୁଦ୍ଧବିମାନ, ରୋବୋଟିକ୍ ଅସ୍ତ୍ରଶସ୍ତ୍ରରେ
ସୁସଜ୍ଜିତ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ ରହିଛି ।
ଏହାଦ୍ୱାରା ସାମରିକ ଅଭିଯାନ ସହଜ ହୋଇପାରିବ
। ପ୍ରତିରକ୍ଷା ସଚିବ (ଉତ୍ପାଦନ) ଅଜୟ କୁମାର
କହିଛନ୍ତି ଯେ, ସରକାର ସ୍ଥଳ,ଜଳ ଓ ବାୟୁ ସେନାର
ତିନି ଅଙ୍ଗରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବହାର
କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭବିଷ୍ୟତ ଯୁଦ୍ଧ ପାଇଁ
ଏହା ଏକ ବଡ଼ ପଦକ୍ଷେପ ହେବ । ଟାଟା ସନ୍ସର
ସିଇଓ ଏନ୍ ଚନ୍ଦ୍ରଶେଖରନ୍ଙ୍କ ନେତୃତ୍ୱରେ ଗଠିତ ଏକ
ଉଚ୍ଚସ୍ତରୀୟ ଦଳ ଏହି ପ୍ରକଳ୍ପ ସଂରଚନାକୁ ଅନ୍ତିମ ରୂପ
ଦେବା ପାଇଁ କାର୍ଯ୍ୟ ଚଳାଇଛି । ଆଗାମୀ ପିଢ଼ୀର
ଯୁଦ୍ଧ ଅତ୍ୟାଧୁନିକ ଜ୍ଞାନକୌଶଳରେ ସ୍ୱୟଂଚାଳିତ
ଅସ୍ତ୍ରଶସ୍ତ୍ର ଏବଂ ରୋବୋଟିକ୍ ପ୍ରଣାଳୀରେ ହେବାକୁ
ଯାଉଛି । ଭାରତ ଏହା ସହ ତାଳ ଦେଇ ବଢ଼ିବାକୁ
ପ୍ରୟାସ ଆରମ୍ଭ କରିଛି ଓ ଅତ୍ୟାଧୁନିକ ଜ୍ଞାନକୌଶଳ
ବ୍ୟବହାର କରିବାକୁ ଯାଉଛି ବୋଲି କୁମାର ସୂଚନା
ଦେଇଛନ୍ତି । ତେବେ ପ୍ରତିରକ୍ଷା ଅନୁସନ୍ଧାନ ବିକାଶ
ସଂଗଠନ (ଡିଆର୍ଡିଓ) ଏହି ପ୍ରକଳ୍ପକୁ ଚୂଡ଼ାନ୍ତ ରୂପ
ଦେବାରେ ଏକ ବଡ଼ ଭୂମିକା ନିର୍ବାହ କରିବ ବୋଲି
ସେ କହିଛନ୍ତି ।
ଅନ୍ୟପଟେ ଭାରତରେ ଏହି ପଦକ୍ଷେପରେ ଚୀନ୍ ଏବଂ
ପାକିସ୍ତାନ ଚିନ୍ତିତ ହୋଇପଡ଼ିଛନ୍ତି । ପାକିସ୍ତାନ ଏବଂ ଚୀନ
ସୀମାରେ ଭାରତ ଏହି ଅତ୍ୟାଧୁନିକ ଜ୍ଞାନକୌଳର ବ୍ୟବହାର
କରିବ ବୋଲି କୁହାଯାଉଛି । ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାରେ
ଭାରତ ଅନ୍ୟ ଦେ ତୁଳନାରେ ବହୁ ଆଗରେ ରହିଛି ।
ଏହାକୁ ବ୍ୟବହାର କରି ଭାରତ ଆର୍ଟିଫିସିଆଲ୍
ଇଣ୍ଟେଲିଜେନ୍ସିର ଅସ୍ତ୍ରଶସ୍ତ୍ର, ବିମାନ, ଯୁଦ୍ଧଗାଡ଼ି ପ୍ରସ୍ତୁତ କରିବ
। ଏହାଦ୍ୱାରା ସୀମାରେ ଆଉ ସୈନ୍ୟ ମୁତୟନ କରାନଯାଇ
ରୋବୋଟିକ୍ ଯୁଦ୍ଧାସ୍ତ୍ର ଏବଂ ମାନବ ବିହୀନ ବିମାନ, ଟ୍ୟାଙ୍କ
ଆଦି ମୁତୟନ କରାଯିବ ।
Monday, May 21, 2018
ଗଙ୍ଗା ଜଳ ଅମୃତ
ବାରାଣସୀ, ୨୧/୫ : ଗଙ୍ଗାକୁ ହିନ୍ଦୁମାନଙ୍କ ସବୁଠାରୁ ପବିତ୍ରତମ ନଦୀ ବୋଲି କୁହାଯାଏ । ଏଥିରେ ସାକ୍ଷାତ ଗଙ୍ଗାମାତା ବାସ କରୁଥିବାର ବିଶ୍ୱାସ ରହିଥିବାବେଳେ ଅନେକ ଦେବାଦେବୀ ମଧ୍ୟ ଏଠାକୁ ଆସିଥାନ୍ତି ବୋଲି ପୁରାଣରେ ବର୍ଣ୍ଣିତ ରହିଛି । ତେବେ ଗଙ୍ଗା ଜଳର କେବଳ ଏକ ନଦୀର ଜଳ ନୁହେଁ ଏଥିରେ ବହୁତ କିଛି ଔଷଧୀୟ ଗୁଣ ରହିଛି ବୋଲି ଶୁଣିବାକୁ ମିଳିଥାଏ । ଏଥିପାଇଁ ଗଙ୍ଗା ଜଳକୁ ଅମୃତ ବୋଲି କୁହାଯାଇଥାଏ । ତେବେ କ’ଣ ପାଇଁ ଗଙ୍ଗା ଜଳକୁ ଅମୃତ ବୋଲି କୁହାଯାଏ ସେ ସମ୍ପର୍କରେ ବର୍ଷ ବର୍ଷ ଧରି ବୈଜ୍ଞାନିକମାନେ ଗବେଷଣା କରିଆସୁଥିବାବେଳେ ଏବେ ତାଙ୍କୁ ଏହାର ରହସ୍ୟ ଭେଦ କରିବାର ସଫଳତା ମିଳିଛି । ସେମାନଙ୍କ କହିବାନୁସାରେ, ଲୋକମାନେ ଗଙ୍ଗାକୁ ଅଳିଆ କରିବାରେ କୌଣସି ସୁଯୋଗ ଛାଡ଼ନ୍ତି ନାହିଁ । ଏଥିରେ ଶବ ଫୋପାଡ଼ି ଦିଅନ୍ତି, ଅଳିଆ ଆବର୍ଜନା ପକାନ୍ତି ଏବଂ ନାଳର ଦୂଷିତ ପାଣିବି ଏଥିରେ ଛାଡ଼ି ଦିଅନ୍ତି । ତଥାପି ବି ଗଙ୍ଗାର ପାଣି ବିଲକୁଲ ଶୁଦ୍ଧ ଏବଂ ସବୁବେଳେ ସତେଜ ରୁହେ । ଗଙ୍ଗା ନଦୀର ପାଣି କେବେ ବି ଖରାପ ନ ହେବାର କାରଣୁ ହେଉଛି ‘ଭୂତାଣୁ’ । ଆଜ୍ଞା ହଁ ଗଙ୍ଗା ଜଳରରେ ଏମିତି ଭୂତାଣୁ ପାଇବାକୁ ମିଳେ, ଯାହା ଏଥିରେ ବିଘଟନ ହେବାକୁ ଦିଏନି । ତେବେ ଏହି ତର୍କକୁ ପ୍ରମାଣ ଆମକୁ ପାଖାପାଖି ୧୦୦ ବର୍ଷ ତଳକୁ ଯିବାକୁ ପଡ଼ିବ ବୋଲି ବୈଜ୍ଞାନିକ ମାନେ କହିଛନ୍ତି । ସେମାନଙ୍କ କହିବାନୁସାରେ, ୧୮୯୦ ଦଶକରେ ପ୍ରସିଦ୍ଧ ବ୍ରିଟିଶ ବୈଜ୍ଞାନିକ ଅର୍ନେଷ୍ଟ ହ୍ୟାକିଙ୍ଗ୍ ଗଙ୍ଗାର ପାଣିକୁ ରିସର୍ଚ୍ଚ କରୁଥିଲେ । ସେହି ସମୟରେ ହଇଜା ବ୍ୟାପ୍ତ ହୋଇଥିଲା । ଲୋକମାନେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଶବକୁ ଆଣି ଗଙ୍ଗା ନଦୀରେ ଫୋପାଡ଼ି ଦେଉଥିଲେ । ହ୍ୟାକିଙ୍ଗଙ୍କୁ ଡର ଥିଲା ଯେ ଗଙ୍ଗା ନଦୀରେ ଗାଧୋଉଥିବା ଲୋକେ ମଧ୍ୟ ହଇଜାର ଶିକାର ହୋଇଯିବେ । କିନ୍ତୁ ଏପରି ହୋଇନଥିଲା । ତେବେ ଗଙ୍ଗାଜଳର ଏଭଳି ଚମକ୍ରାରୀ ପ୍ରଭାବ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହ୍ୟାକିଙ୍ଗଙ୍କ ଏହି ଗବେଷଣାକୁ ପରବର୍ତ୍ତୀ ସମୟରେ ୨୦ ବର୍ଷ ପରେ ଜଣେ ଫ୍ରେଞ୍ଚ ବୈଜ୍ଞାନିକ ଆଗକୁ ବଢ଼ାଇଥିଲେ । ସେ କରିଥିବା ଗବେଷଣାରୁ ଜଣାପଡ଼ିଥିଲା ଯେ, ଗଙ୍ଗା ଜଳରେ ମିଳୁଥିବା ଭୂତାଣୁ କଲେରା କାରକ ବ୍ୟାକ୍ଟେିଆରେ ପଶି ତାକୁ ନଷ୍ଟ କରିଦେଉଥିଲେ । ଏହି ଭୂତାଣୁ ଗଙ୍ଗା ଜଳର ଶୁଦ୍ଧତା ବଜାୟ ରଖିବାରେ ଦାୟୀ ଥିଲେ । ଆଜିକାଲିର ଗବେଷକ ଏହାକୁ ନିଞ୍ଜା ଭାଇରସ କୁହନ୍ତି । ଅର୍ଥାତ୍ ଏହା ସେହି ଭାଇରସ ଯାହା ବ୍ୟାକ୍ଟେରିଆଙ୍କୁ ମାରେ ।
ବିଜେପି ବିରୋଧରେ ଜାରି ଲାଞ୍ଚ ଅଡିଓ ଟେପ୍ ମିଥ୍ୟା : କଂଗ୍ରେସ ବିଧାୟକ ଶିବରାମ
ବେଙ୍ଗାଲୁର, ୨୧/୫ : କର୍ଣ୍ଣାଟକରେ ସରକାର ଗଠନକୁ ନେଇ ଜାରି ରହିଥିବା ଟଣାଓଟରା ମଧ୍ୟରେ ୟେଲ୍ଲାପୁର କଂଗ୍ରେସ ବିଧାୟକ ଶିବରାମ ହେବାର ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ବିଜେପି ତାଙ୍କୁ କିଣିବାକୁ ୧୫ କୋଟି ଟଙ୍କା ଯାଚିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ୨ ଦିନ ତଳେ ଶିବରାମଙ୍କ ପତ୍ନୀଙ୍କୁ ବିଜେପି ନେତା ଫୋନ୍ କଲ୍ କରି ୧୫ କୋଟି ଟଙ୍କାରେ ମୁଣ୍ଡ ବିକିବାକୁ ମୂଲଚାଲ କରିଥିବା ଅଭିଯୋଗ ହୋଇଥିଲା । ଏନେଇ କଂଗ୍ରେସ ପକ୍ଷରୁ ଏକ ଅଡିଓ ଟେପ୍ ଜାରି କରାଯାଇଛି । ଶିବରାମ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଅଡିଓ ଟେପ୍ ମନଗଢ଼ା ଓ ଏହି ଅଡିଓ ଟେପ୍ରେ ଶୁଣିବାକୁ ମିଳୁଥିବା ସ୍ୱର ତାଙ୍କ ପତ୍ନୀଙ୍କ ନୁହେଁ ବୋଲି କହିଛନ୍ତି ।
ଅନ୍ୟପଟେ କଂଗ୍ରେସ ନେତା ଏହି ଅଡିଓ ଟେପ୍କୁ ସମ୍ପୂର୍ଣ୍ଣ ସତ୍ୟ ବୋଲି କହିବା ସହ ଏହାର ଫରେନ୍ସିକ ଯାଞ୍ଚ କରିବାକୁ ଦାବି କରିଛନ୍ତି । ଉଲ୍ଲେଖ ଯେ, କର୍ଣ୍ଣାଟକ ବିଧାନସଭାରେ ବିଜେପି ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ କଂଗ୍ରେସ ଅଭିଯୋଗ କରିଥିଲା ଯେ, ବି.ଏସ୍.ୟେଦ୍ୟୁରପ୍ପାଙ୍କ ପୁଅ ଫୋନ୍ କରି ଶିବରାମ ହେବାରଙ୍କ ପତ୍ନୀଙ୍କୁ ସମର୍ଥନ ଦେବାକୁ ମୂଲଚାଲ କରିଥିଲେ ଏବଂ ୧୫ କୋଟି ଟଙ୍କା ଯାଚିଥିଲେ । ସୋମବାର ଶିବରାମ ହେବାର ନିଜ ଫେସ୍ବୁକ୍ ଆକାଉଣ୍ଟରେ ଲେଖିଛନ୍ତି ଯେ, ତାଙ୍କ ପତ୍ନୀ ଏବଂ ବିଜେପି ଲୋକଙ୍କ ମଧ୍ୟରେ ସନ୍ଦେହଜନକ କଥାବାର୍ତ୍ତା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ସେ ବିଳମ୍ବରେ ଜାଣିବାକୁ ପାଇଲେ । ତେବେ ଏହା ତାଙ୍କ ପତ୍ନୀଙ୍କ ସ୍ୱର ନୁହେଁ । ତାଙ୍କ ପତ୍ନୀ ବିଜେପି ନେତାଙ୍କ ଠାରୁ କୌଣସି ଫୋନ୍ କଲ୍ ପାଇନାହାନ୍ତି । ଅଡିଓ ଟେପ୍ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ମନଗଢ଼ା ବୋଲି ବିଧାୟକ ଶ୍ରୀ ହେବାର କହିଛନ୍ତି
ଅନ୍ୟପଟେ କଂଗ୍ରେସ ନେତା ଏହି ଅଡିଓ ଟେପ୍କୁ ସମ୍ପୂର୍ଣ୍ଣ ସତ୍ୟ ବୋଲି କହିବା ସହ ଏହାର ଫରେନ୍ସିକ ଯାଞ୍ଚ କରିବାକୁ ଦାବି କରିଛନ୍ତି । ଉଲ୍ଲେଖ ଯେ, କର୍ଣ୍ଣାଟକ ବିଧାନସଭାରେ ବିଜେପି ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ କଂଗ୍ରେସ ଅଭିଯୋଗ କରିଥିଲା ଯେ, ବି.ଏସ୍.ୟେଦ୍ୟୁରପ୍ପାଙ୍କ ପୁଅ ଫୋନ୍ କରି ଶିବରାମ ହେବାରଙ୍କ ପତ୍ନୀଙ୍କୁ ସମର୍ଥନ ଦେବାକୁ ମୂଲଚାଲ କରିଥିଲେ ଏବଂ ୧୫ କୋଟି ଟଙ୍କା ଯାଚିଥିଲେ । ସୋମବାର ଶିବରାମ ହେବାର ନିଜ ଫେସ୍ବୁକ୍ ଆକାଉଣ୍ଟରେ ଲେଖିଛନ୍ତି ଯେ, ତାଙ୍କ ପତ୍ନୀ ଏବଂ ବିଜେପି ଲୋକଙ୍କ ମଧ୍ୟରେ ସନ୍ଦେହଜନକ କଥାବାର୍ତ୍ତା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ସେ ବିଳମ୍ବରେ ଜାଣିବାକୁ ପାଇଲେ । ତେବେ ଏହା ତାଙ୍କ ପତ୍ନୀଙ୍କ ସ୍ୱର ନୁହେଁ । ତାଙ୍କ ପତ୍ନୀ ବିଜେପି ନେତାଙ୍କ ଠାରୁ କୌଣସି ଫୋନ୍ କଲ୍ ପାଇନାହାନ୍ତି । ଅଡିଓ ଟେପ୍ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ମନଗଢ଼ା ବୋଲି ବିଧାୟକ ଶ୍ରୀ ହେବାର କହିଛନ୍ତି
ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସ ଟ୍ରେନ୍
ଭୋପାଳ, ୨୧/୫ :
ଜଳିଗଲା ଏକ୍ସପ୍ରେସ ଟ୍ରେନ୍ । ମଝି
ରାସ୍ତାରେ ହୁତୁହୁତୁ ହୋଇ ଜଳିଲା
ଏକ୍ସପ୍ରେସ ଟ୍ରେନ୍ । ନୂଆଦିଲ୍ଲୀରୁ
ବିଶାଖାପାଟଣା ଯାଉଥିବା ଏକ୍ସପ୍ରେସ୍
ଟ୍ରେନ୍ରେ ନିଆଁ ଲାଗିଯାଇଛି ।
ମଧ୍ୟପ୍ରଦେଶର ଗ୍ୱାଲିୟରର ବିର୍ଲା
ଷ୍ଟେସନ ନିକଟରେ ହଠାତ୍
ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସ୍ରେ ନିଆଁ ଲାଗି
ଯାଇଥିଲା । ଏଥିରେ ଟ୍ରେନ୍ର ବି-୬
ଓ ବି-୭ କୋଚ୍ ସମ୍ପୂର୍ଣ୍ଣ ଭାବେ ନଷ୍ଟ
ହୋଇଯାଇଛି । ତେବେ ଏହି
ଅଘଟଣରେ ସମସ୍ତ ଯାତ୍ରୀ ସୁରକ୍ଷିତ
ଥିବା ଜଣାପଡ଼ିଛି । ଖବରପାଇ
ଘଟଣାସ୍ଥଳରେ ଦମକଳ ବାହିନୀ
ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲା ।
ଏଥିସହିତ ରେଳବିଭାଗର ବରିଷ୍ଠ
ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ôଚ
ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି ।
ରେଳବିଭାଗର କହିବାନୁଯାୟୀ,
ଟ୍ରେନଟି ବିର୍ଲାନଗର ଷ୍ଟେସନ ପାର
କରିବା ମାତ୍ରେ ହିଁ ବଗ୍ିରେ ନିଆଁ
ଲାଗିଯାଇଥିଲା । ଫଳରେ ଟ୍ରେନ୍କୁ
ସେହିଠାରେ ହିଁ ରୋକି ଦିଆଯାଇଥିଲା ।
ଜଳିଗଲା ଏକ୍ସପ୍ରେସ ଟ୍ରେନ୍ । ମଝି
ରାସ୍ତାରେ ହୁତୁହୁତୁ ହୋଇ ଜଳିଲା
ଏକ୍ସପ୍ରେସ ଟ୍ରେନ୍ । ନୂଆଦିଲ୍ଲୀରୁ
ବିଶାଖାପାଟଣା ଯାଉଥିବା ଏକ୍ସପ୍ରେସ୍
ଟ୍ରେନ୍ରେ ନିଆଁ ଲାଗିଯାଇଛି ।
ମଧ୍ୟପ୍ରଦେଶର ଗ୍ୱାଲିୟରର ବିର୍ଲା
ଷ୍ଟେସନ ନିକଟରେ ହଠାତ୍
ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସ୍ରେ ନିଆଁ ଲାଗି
ଯାଇଥିଲା । ଏଥିରେ ଟ୍ରେନ୍ର ବି-୬
ଓ ବି-୭ କୋଚ୍ ସମ୍ପୂର୍ଣ୍ଣ ଭାବେ ନଷ୍ଟ
ହୋଇଯାଇଛି । ତେବେ ଏହି
ଅଘଟଣରେ ସମସ୍ତ ଯାତ୍ରୀ ସୁରକ୍ଷିତ
ଥିବା ଜଣାପଡ଼ିଛି । ଖବରପାଇ
ଘଟଣାସ୍ଥଳରେ ଦମକଳ ବାହିନୀ
ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲା ।
ଏଥିସହିତ ରେଳବିଭାଗର ବରିଷ୍ଠ
ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ôଚ
ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି ।
ରେଳବିଭାଗର କହିବାନୁଯାୟୀ,
ଟ୍ରେନଟି ବିର୍ଲାନଗର ଷ୍ଟେସନ ପାର
କରିବା ମାତ୍ରେ ହିଁ ବଗ୍ିରେ ନିଆଁ
ଲାଗିଯାଇଥିଲା । ଫଳରେ ଟ୍ରେନ୍କୁ
ସେହିଠାରେ ହିଁ ରୋକି ଦିଆଯାଇଥିଲା ।
Subscribe to:
Posts (Atom)
