Tuesday, June 5, 2018

ମୋଗଲ ସରାଇ ଜଙ୍କସନର ନାମ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ


ଲକ୍ଷେ୍ନø, ୫/୬  : ଉତ୍ତର ପ୍ରଦେଶ ସରକାର ଏକ ବିଜ୍ଞପ୍ତି ମାଧ୍ୟମରେ ମୋଗଲ ସରାଇ ଜଙ୍କସନର ନାମ ପରିବର୍ତ୍ତନ କରିଛନ୍ତି  । ଏହି ଜଙ୍କସନର ନାମ ଏବେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ କରାଯାଇଛି  । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି  । ଜନସଂଘର ନେତା ପଣ୍ଡିତ ଦୀନଦୟାଲ ୧୯୬୮ ଫେବୃୟାରୀ ୧୧ରେ ଏହି ଷ୍ଟେସନରେ ଏକ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ  । ଦେଶର ଚତୁର୍ଥ ବ୍ୟସ୍ତବହୁଳ ଏହି ଷ୍ଟେସନ ବ୍ରିଟିଶ ଅମଳରେ ନିର୍ମିତ ହୋଇଥିଲା

No comments:

Post a Comment