Friday, June 8, 2018

୫ ମାସରେ ହଜାରରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ଶ୍ରୀନଗର,୮।୬: ଜମ୍ମୁ-କଶ୍ମୀର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଚଳିତ ବର୍ଷ ପାକିସ୍ତାନ ହଜାରରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଆତଙ୍କବାଦୀ ଅନୁପ୍ରବେଶ ଲାଗି ପାକିସ୍ତାନ ଏପରି କରୁଥିବା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚିତ କରାଯାଇଛି। ଚଳିତ ବର୍ଷ ଜାନୁୟାରୀ ୧ ତାରିଖ ଠାରୁ ଇତିମଧ୍ୟରେ ପାକିସ୍ତାନ ବାରମ୍ବାର ନିୟନ୍ତ୍ରଣରେଖାଠାରେ ୨୦୦୩ ଅସ୍ତ୍ରବିରତି ଚୁକ୍ତିର ଉଲ୍ଲଂଘନ କରୁଛି। ଫଳରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗିରହିଛି। ସୁରକ୍ଷା ଦୃଷ୍ଟିରୁ ସୀମାବର୍ତ୍ତୀ ଗ୍ରାମଗୁଡ଼ିକର ଜନସାଧାରଣଙ୍କୁ ସ୍ଥାନାନ୍ତରଣ କରାଯିବା ସହିତ ସମ୍ପୃକ୍ତ ଅଞ୍ଚଳରେ ସମସ୍ତ ସ୍କୁଲ କଲେଜକୁ ବନ୍ଦ କରି ଦିଆଯାଇଛି। ଏହାଦ୍ୱାରା ସାଧାରଣ ଜୀବନ ବିପର୍ଯ୍ୟସ୍ତ ହୋଇପଡିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

କୁପଓ୍ବାରା ହାରିଲ୍‌ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ

କୁପଓ୍ବାରା ହାରିଲ୍‌ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୮।୬: ଜମ୍ମୁ-କଶ୍ମୀର କୁପଓ୍ବାରା ଜିଲା ହାରିଲ୍‌ ଅଞ୍ଚଳରେ ସେନା ପାଟ୍ରୋଲିଂ ଦଳ ଉପରେ ଶୁକ୍ରବାର ପୁଣି ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ଭାରତୀୟ ସୁରକ୍ଷାମୁଖପାତ୍ର ସୂଚିତ କରିଛନ୍ତି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି। ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ କୁପଓ୍ବାରାର ନିୟନ୍ତ୍ରଣ ରେଖା ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଗୁରୁବାର ମଧ୍ୟ ଏଠାରେ କେରାନ ସେକ୍ଟରରେ ସେନା ପାଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୨ ଜଣ ଯବାନ ଆହତ ହୋଇଥିଲେ।

Thursday, June 7, 2018

@ûeGiGi Kû~ðýKâcùe _âYa

@ûeGiGi Kû~ðýKâcùe _âYa MZ Zò^ò Pûeò ahð ]eò KõùMâi, aûciû¹êLý Gaõ Gcû^u ijù~ûMú ùKùZK Qûcê@û iõMV^ ùK¦âùe aòùR_ò ieKûe, aòùR_ò Gaõ @ûeGiGi C_ùe KâcûMZ bûùa ‘@ijò¾êZû’e @ûùeû_ fMûAPûfò[ôùfö aòbò^Ü ùlZâùe [ôaû C_ùeûq \kcû^ue ic[ðKcû^uê aòùR_ò ieKûe RûYògêYò jAeûY jeKZ KeêQò Gaõ ^òR ic[ðKcû^uê aòbò^Ü c~ðýû\ûR^K _\_\aú I _êeÄûe ù\CQò ùaûfò c¤ ùicûù^ @bòù~ûM Keò[ôùfö Kjòaû aûjêfý ù~, ùK¦âùe G^WòG ieKûe @ûiòaû _ìaðeê ajê c~ðýû\û_ì‰ð _\_\aúùe ùKak KõùMâi, aûc_^Úú Gaõ G^WòG aòùeû]ô aýqòcû^uê _âZòÂòZ Keû~òaûe GK_âKûe _eµeûKê _ìaðeê ù~ùZùaùk aòùR_ò aòùeû] Keê[ôfû ùiùZùaùk aòùR_ò Z[û iõN _eòaûeKê Mû§ú jZýûKûeú ùaûfò fû‚^û ù\A ^ò¦òZ Keòaûe @_ùPÁû Keû~ûC[ôfûö ùcûUûùcûUò bûùa Gcûù^ iaê iõN _eòaûeKê ‘@Æégý’ bûùa aòPûe Keê[ôùfö Gjò ‘@Æégý’ cûù^ ù~ùZùaùk lcZûKê @ûiòùf ùiùaVûeê ^òR ^òRe baòhýZKê @§Kûe ù\Lô Gcûù^ @ûjêeò ùRûeùe Mkû`Uû Pò}ûe Keê[ôùfö Gcû^u _ûAñ _ìaðZ^ eûÁâ_Zò Z[û KõùMâie aeò ù^Zû _âYa cêLûRðúue @ûeGiGie ùK¦âúd Kû~ðýûkd Vûùe @^êÂòZ ùjC[ôaû ZéZúd ahð iõN gòlûaMðe icûùeû_ Kû~ðýKâcùe @Zò[ô bûùa ù~ûMù\aû NUYû ù~ZòKò @û½~ðýR^K [ôfû Zû’Vûeê @]ôK gq ]KÑû c¤ [ôfûö Gjûe KûeY ùjCQò \úNð \ò^ ]eò @ûeGiGi aòùeû]ùe Mû§ú jZýû Vûeê @ûe¸ Keò aòbò^Ü K\~ðý @ûùeû_ jêGZ baòhýZùe fMûAaû i¸a ùja^ûjó, ~\ò gâú cêLûRðú iõNe Kû~ðýKâcKê ^òKUeê ù\Lô _âgõiû Keò\ò@«òö Kjòaû aûjêfý ù~, @ZòZùe Mû§úRúue jZýû_eò GK RN^ý @bòù~ûM @ûYò iõN aòùeû]ùe aýû^þ aû ^òùh]ûù\g RûeòKeòaû Vûeê iõNe ZZþKûkú^ Kû~ðýK©ðûcû^uê \úNð \ò^ ]eò ùRfþùe eLôaû _ùe c¤ ùKøYiò ùMûUòG aò @bòù~ûMe iZýZû _âcûYòZ ^ùjaûeê iõN C_eê Gjò ^òùh]ûù\g _ìaðZ^ ÊeûÁâcªú iŸðûe _ùUf _âZýûjûe Keòaû ij iõN Kû~ðýK©ðûcû^uê ii¹û^ Kûeûcêq Keò[ôùfö ùKak iŸðûe _ùUf ^êjñ«ò, ^òùR cjûZàû Mû§ú, WKÖe @ûù´\Ke, _ŠòZ c\^ùcûj^ cûfaý, _ìaðZ^ _â]û^cªú fûf aûjû\ìe gûÈú AZýû\ò ajê _êeêLû KõùMâi ù^Zû aòbò^Ü icdùe iõN iµKðùe @ûiòaû _eVûeê iõN aòùeû]ùe Keû~ûC[ôaû aòbò^Ü @__âPûeKê ^òeû]ûe ùaûfò C_f²ò Keòaû ij Gjò iõMV^e aòbò^Ü eP^ûZàK Kû~ðý, R¹ê-Kûgàúe C_ùe _ûKòÉû^ @ûKâcY icdùe bûeZúd iêelû aûjò^úu _ûAñ gâú^Me aòcû^a¦ee ceûcZò, G_eòKò aòbò^Ü ~ê¡ icdùe @ûMê@û NûUòKê ~ûA ùi^ûKê @ûagýK eq\û^ _â\û^ Keòaû, G_eòKò 1965ùe _ûKòÉû^ ~ê¡ icdùe \òfäúe Uâû`òKþ ^òdªY aýaiÚûKê iêPûeê eìù_ iõ_û\^ Keòaû, bìcòKµ, a^ýû, aûZýû, \êbòðl _eò _âûKéZòK \êaðò_ûK icdùe iõN ÊdõùiaKcû^ue ^òÊû[ð_e icûRùiaûKê ùicûù^ Cy _âgõiû Keò~ûAQ«òö G_eòKò iõNe ùNûe aòùeû]ô Kêjû~ûC[ôaû ÊMðZû _â]û^cªú A¦òeû Mû§ú c¤ iõNe \ßòZúd ieiõN PûkK MêeêRú ùMûfIßûfKeu ù\jû« icdùe Zûu iµKðùe ù\A[ôaû c«aý @Zý« _âYò]û^ù~ûMýö ùi Kjò[ôùf, ‘cêñ jêGZ Zûue (ùMûfIßûfKeue) @û\gðùe ijcZ ùjûA^_ûùe, Kò«ê Zûue C}éÁ PeòZâa©û I ù\gbqòe _eûKûÂû; ~ûjûKê fl fl Zûu @^êMûcú @Zý« gâ¡û Keê[ôùf; ùi[ô_âZò iùPZ^ Gaõ ùi[ô_ûAñ Zûuê Mbúe i¹û^ Kùe’ö Gjû iù©ß @ù^K icdùe aòùR_ò _âZò [ôaû C_ùeûq \kcû^ue eûRù^÷ZòK gZîZû ùjZê ùak @ùakùe ‘iõN _eòaûe’ C_ùe Gjò _êeêYû @bòù~ûM @ûYòaûKê Gcûù^ _Qû«ò ^ûjóö CùfäLù~ûMý ù~, ù\ge @^ýZc @Zý« ùfûK_âòd _â]û^cªú @Uk aòjûeú aûRù_dú Gaõ C_ _â]û^cªú fûfKé¾ @ûWIßûYúu C_ùe c¤ Gbkò cò[ýû @bòù~ûM aûe´ûe fMû~ûAQòö iõN aòùeû]cû^u \êbðûMý ù~, icÉ _âKûe cò[ýû @bòù~ûM iù©ß ^òe«e bûùa iõN Kû~ðý aé¡ò _ûAaûùe fûMòQòö Gjò _eòù_âlúùe RùY aògòÁ eûÁâù^Zû _âYa cêLûRðu iõN Kû~ðýKâcùe @õgMâjY Keòaû Gcû^u _ûAñ aò^û ùcNùe aRâ_ûZ i\ég ùjûA[aûeê Gcûù^ cìkeê Zûu ù~ûMù\aûKê ù^A aòbò^Ü \ê¿âPûe Keò@ûiò[ôùfö Kò«ê RùY ^úZò^ò aýqò bûùa _âYa\û ^òR ^ò¿©òùe @Uk ejò[ôùfö aòùeû]ôcûù^ ùghùe \û\ûu K^ýû gcðòÂûuê c¤ G[ôùe Zûuê ^òaé© Keòaû _ûAñ aýajûe Keò[ôùfö Kò«ê \û\û ^òR ^ò¿©òùe ùKøYiò _eòa©ð^ Keò^[ôùfö aeõ Kjò[ôùf ‘cêñ iaêK[û ^ûM_êeùe Kjòaò’ö aeõ Gjò aòùeû]e GK IfUû _âZòKâòdû Zûu C_ùe ù\LôaûKê còkò[ôfûö ùi ùMûUòG \ò^ _ìaðeê ^ûM_êeùe _j*ô iõNKê Lêaþ _ûLeê ù\LôaûKê C\ýc Keò[ôùfö ^ûM_êeVûùe _j*ôaû _ùe _âYa\û _â[ùc iõNe _âZòÂûZû WKÖe ùjWùMIßûeu iµKðùe RûYòaûKê ùPÁû Keò[ôùfö ùi Zûu Rúa^ ij iµéq @ù^K NUYûKâce @^ê¤û^ Keò[ôùfö _âKûgù~ûMý ù~, WKÖe ùjWùMIßûe GK \eò\â _eòaûeùe R^àMâjY Keò[ôùf c¤ aûfýKûkeê _âPŠ _âZòbû ij _âak ù\gbqò bûa^ûùe C\þaê¡ ùjûA Äêf Rúa^eê jòñ AõùeRcû^uê aòùeû] KeòaûKê @ûe¸ Keò[ôùfö Wûqeú _Xòaû _ûAñ KfòKZû ~ûA[ôaûùaùk ùiVûùe iKâòd Kâû«òKûeúcû^u iµKðùe @ûiò ùicû^u ijù~ûMú ùjûA[ôùfö Wûqeú _ûi Keòaû _ùe jêGZþ _âPêe @[ð C_ûRð^ Keòaû ij aòkûi_ì‰ð Rúa^~û_^ Keò_ûeò[ûù«ö Kò«ê Zûjû ^Keò KõùMâie iKâòd Kû~ðýK©ðû bûùa aòbò^Ü @ûù¦ûk^ùe iûcòf ùjûA GKû]ôKaûe KûeûaeY Keò[ôùfö Gjò icdùe ùi ajê iûcûRòK iõÄûe Kû~ðýùe c¤ iKâòd [ôùfö ^òR ~êa adiùe ùi C_f²ò Kùf ù~, @ûc ù\gùe GKZûe @bûa Gaõ RûZòùb\ Keò ajê KêiõÄûee _âûafý ù\gKê \êaðk Keòaûe _âcêL KûeYö ùZYê, Gjò \êAUò _âcêL \êaðkZûKê \ìe Keòaû _ûAñ ^òRÊ Xwùe ùi eûÁâúd ÊdõùiaK iõNe _âZòÂû Keò[ôùfö Zûue CyùKûUúe PeòZâa©û, ^òÃ_U ùiÜj I ù\gbqòùe C\þaê¡ ùjûA Kâùc jRûe jRûe Kòùgûe Z[û ~êaK iõNùe ù~ûMù\ùfö WKÖe ùjWùMIßûe [ôùf aâjàPûeúö Zûu @û\gðùe @^ê_âûYòZ ùjûA jRûe jRûe ~êaK ù\gRûZò _ûAñ ^òR aýqòMZ Rúa^e iêL Êûz¦ýKê ZýûM Keò iõN Kû~ðý aé¡ò _ûAñ ^òRKê ic_ðòZ Kùfö iõN Kû~ðýaé¡òe _Qùe Gjò cjûZàûue ZýûM_ìZ Rúa^ jòñ cìkù_âeYû [ôfûö iõN @ûe¸ ùjaûe cûZâ 15 ahð _ùe Gjò cjûZàûue _eùfûK ùjaûeê \ßòZúd ieiõN PûkK bûùa MêeêRú ùMûfIßûfKe \ûdòZßMâjY Kùfö Kûgú aògßaò\ýûkdùe @¤û_^û Keê[ôaû MêeêRúu Rúa^ú [ôfû RùY Z_Êú Êûbûaeö @û¤ûZàòK Rúa^e gòLeùe _j*ô[ôaû MêeêRú _ea©ðò @aiÚûùe gueûPû~ðý _\Kê c¤ _âZýûLýû^ Keò icûRùiaûùe Rúa^ C›Mð Keò[ôùfö Zûu ù^ZéZßùe iõN Kû~ðýe aýû_K aé¡ò ùjaûij icûRe aòbò^Ü aMðùe iõN ^òRÊ @û\gðKê _âZòÂòZ Keò_ûeò[ôfûö _âPûe _âiûeùe iõN aògßûi Keê^[ôaûeê @ù^Ku c^ùe Gjò iõMV^ iµKðùe @ùjZêK ]ûeYû ejò[ôfûö ùZYê _ìað a‰ðòZ ù^ZécŠkúu iùcZ icûRe ajê i¹û^òZ aýqò iõN Kû~ðýKê _ûLeê ù\Lôaû _ûAñ @ûiòaû _ùe jó ùicû^u c^ùe [ôaû bâc ]ûeYû \ìe ùjûA[ôfûö _âYa\û ùMûUòG \ò^ _ìaðeê ^ûM_êeùe _j*ô iõNe _âZòÂûZû, \ßòZúd ieiõNPûkK Gaõ ù^ZécŠkúu ij cògòaû _ùe @^ýcû^u _eò Zûu c^ùe [ôaû ajê bâc]ûeYû \ìe ùjûA[ôfûö ùZYê ùi WKÖe ùjWùMIßûeu R^àiÚû^ _eò\gð^ Keòaû ij Zûu iáZò c¦òeùe cûfýû_ðY Keòaû icdùe _eò\gðK _êÉòKûùe ‘bûeZcûZûu RùY cjû^þ i«û^u _âZò gâ¡û¬kò RYûA cêñ @û^¦òZ’ ùaûfò CùfäL KeòaûKê _QNê*û ù\A^[ôùfö ùiVûùe iõN gòlûaMðùe ù\ge aòbò^Ü ùKûYeê @ûiò[ôaû ÊdõùiaKcû^u iµKðùe aòbò^Ü Z[ý RûYòaû Gaõ ^òR @ûLô@ûMùe gòlû[ðúcû^u aòbò^Ü _â\gð^ _âZýl Keòaû _ùe Zûu c^ùe [ôaû @ù^K bâc]ûeYû ù~ \ìe ùjûA[ôa Gjû Zûu bûhYeê _eÇêU ùjûAQòö ùi Kjò[ôùf ‘cêñ ù\gbqòe K[û KjòaûKê @ûiòQò’ö Zûu bûhYùe G_eò ùKøYiò iõN aòùeû]ô c«aý ^[ôfû ù~Cñ[ô_ûAñ KõùMâi iùcZ ajê aòùeû]ô @ù_lû Keò[ôùfö aeõ iõNe cêLý WKÖe ùcûj^ bûMaZþ Gaõ Zûu bûhY c¤ùe GK ÊûbûaòK iûc¬iý aûeò ùjûA_Wê[ôfûö ùi eaò¦â ^û[ VûKêeu Vûeê ù^ùjeêu _~ðý« ù~Cñcû^u C¡éZò ù\A[ôùf ùi[ôùe ùKøYiò aòùeû]ûbûh ^[ôfûö @agý ‘iõN iõN ùjûA ejòa Gaõ _âYa _âYa ùjûA ejòùa’ Gjò iZýZûKê cù^eLô Gbkò @aû«e aòùeû]Kê bêfò~òaû ~[û[ð ùjaö

୪୫୦ ଆତଙ୍କବାଦୀ ଅନୁପ୍ରବେଶ ଲାଗି ପ୍ରସ୍ତୁତ

ଶ୍ରୀନଗର,୭।୬: ଜମ୍ମୁ-କଶ୍ମୀର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ୪୫୦ ଆତଙ୍କବାଦୀ ଅନୁପ୍ରବେଶ ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ପାକିସ୍ତାନର ୧୧ଟି ଲଞ୍ଚିଂ ପ୍ୟାଡ୍‌ଠାରେ ସେମାନେ ସୁଯୋଗକୁ ଚାହିଁ ବସିଛନ୍ତି। ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଆତଙ୍କବାଦୀଙ୍କୁ ପାକ୍‌ ଅଧିକୃତ କଶ୍ମୀର ବାଟ ଦେଇ ଭାରତରେ ଅନୁପ୍ରବେଶ କରାଇବାର ଯୋଜନା ପ୍ରସ୍ତୁତ କରିଛି। ଏହି ଅଞ୍ଚଳର ବୋଇ, ମଦାରପୁର, ଫଗୋଶ, ଦେବଲିୟାଁ ପ୍ରଭୃତିଠାରେ ଆତଙ୍କବାଦୀମାନେ ଡେରା ପକାଇ ରହିଥିବା ରିପୋର୍ଟରେ ସୂଚିତ କରାଯାଇଛି।

କୁପଓ୍ବାରାରେ ଆତଙ୍କବାଦୀ ଆକ୍ରମଣ: ୨ ଯବାନ ଆହତ

ଶ୍ରୀନଗର,୭।୬: ଜମ୍ମୁ-କଶ୍ମୀର କୁପଓ୍ବାରା ଜିଲାରେ ନିୟନ୍ତ୍ରଣ ରେଖାଠାରେ ସେନାର ପାଟ୍ରୋଲିଂ ଦଳ ଉପରେ ଗୁରୁବାର ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ୨ ଜଣ ଯବାନ ଆହତ ହୋଇଥିବା ଭାରତୀୟ ସୁରକ୍ଷା ମୁଖପାତ୍ର ସୂଚିତ କରିଛନ୍ତି। ସମ୍ପ୍ରତି ସ୍ବରାଷ୍ଟ ମନ୍ତ୍ରୀ ରାଜନାଥ ସିଂ ୨ ଦିନିଆ କଶ୍ମୀରଗସ୍ତରେ ଆସି ଶ୍ରୀନଗରରେ ପହଞ୍ଚିଛନ୍ତି। ସେ କୁପଓ୍ବାରା ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତକାଳରେ ସେ ଅସ୍ତ୍ରବିରତି ସ୍ଥିତିର ଅନୁଧ୍ୟାନ କରିବେ ବୋଲି କୁହାଯାଉଛି।

Tuesday, June 5, 2018

କିଷନଗଙ୍ଗା ଡ୍ୟାମ୍ ବିବାଦ; ଓଲଟା ଭାରତର ଦାବି ମାନିବାକୁ ପାକିସ୍ତାନକୁ ବିଶ୍ୱବ୍ୟାଙ୍କ୍ର ନିର୍ଦ୍ଦେଶ


ହେଗ୍, ୫/୬  : ଉତ୍ତର କାଶ୍ମୀରର ବନ୍ଦୀପୁର ଅଞ୍ଚଳରେ ସିନ୍ଧୁ ନଦୀର ଶାଖାନଦୀ କିଷନଗଙ୍ଗା ଉପରେ ନିର୍ମିତ ୩୩୦ ମେଗାୱାଟ୍ କ୍ଷମତାସମ୍ପନ୍ନ ଜଳବିଦ୍ୟୁତ୍ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାସରେ ଉଦ୍ଘାଟନ କରିଥିଲେ  । ସେବେଠାରୁ ଏହାକୁ ନେଇ ପାକିସ୍ତାନ ଅସହିଷ୍ଣୁତା ବ୍ୟକ୍ତ କରିଆସିଛି  । ଏପରିକି ପାକିସ୍ତାନର ଆଟର୍ଣ୍ଣି ଜେନେରାଲ୍ ଅସ୍ତର ଆସଫ୍ ଅଲ୍ଲୀଙ୍କ ନେତୃତ୍ୱରେ ଏକ ଟିମ୍ ବିଶ୍ୱବ୍ୟାଙ୍କ୍ର ଅଧ୍ୟକ୍ଷ କ୍ରିଷ୍ଟାଲିନା ଜର୍ଜିଭାଙ୍କୁ ଭେଟି ଭାରତ ବିରୁଦ୍ଧରେ ଫେରାଦ ହୋଇଥିଲେ  । କେବଳ ସେତିକି ନୁହେଁ ପାକିସ୍ତାନ ଏହି ପ୍ରସଙ୍ଗରେ ଅନ୍ତରାଷ୍ଟ୍ରୀୟ ନ୍ୟାୟିକ ଅଦାଲତକୁ ଯିବାକୁ ଧମକ ମଧ୍ୟ ଦେଇଥିଲା  । ତେବେ ଭାରତ ଦର୍ଶାଇଥିଲା ଯେ, ୧୯୬୦ରେ ଉଭୟ ଦେଶ ମଧ୍ୟରେ ସମ୍ପାଦିତ ହୋଇଥିବା ସିନ୍ଧୁ ଚୁକ୍ତିନାମା ଅନୁସାରେ ଏହି ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣ ହୋଇଛି  । ଭାରତର ଏହାର ଆବଶ୍ୟକତା ଅନୁସାରେ କିଛି ଜଳ ଉପଯୋଗ କରିବ  । ଏହାକୁ ପାକିସ୍ତାନ ରୋକିପାରିବ ନାହିଁ ଏବଂ ଏହା ଉପରେ ଅନୁଧ୍ୟାନ କରିବା ପାଇଁ ଆବଶ୍ୟକ ପଡ଼ିଲେ ଜଣେ ନିରପେକ୍ଷ ବିଶେଷଜ୍ଞଙ୍କୁ ମଧ୍ୟସ୍ଥ ଭାବେ ନିଯୁକ୍ତ କରିବାକୁ ଭାରତ କହିଥିଲା  । ବିଶ୍ୱବ୍ୟାଙ୍କ୍ ପାକିସ୍ତାନର ଦାବିକୁ ଅଗ୍ରାହ୍ୟ କରିବା ସହ କହିଛି ଯେ, ପାକିସ୍ତାନ ଭାରତର ପରାମର୍ଶ ମୁତାବକ ଜଣେ ନିରପେକ୍ଷ ବିଶେଷଜ୍ଞଙ୍କୁ ମଧ୍ୟସ୍ଥ ଭାବେ ଗ୍ରହଣ କରୁ  । ଏହି ମାମଲା ଅନ୍ତରାଷ୍ଟ୍ରୀୟ ନ୍ୟାୟିକ ଅଦାଲତକୁ ପଠାଇବା ପାଇଁ ବିଶ୍ୱବ୍ୟାଙ୍କ୍ ଅଗ୍ରାହ୍ୟ କରିଦେଇଛନ୍ତି  ।

ଅସ୍ତ୍ର ବିରତି ଉଲ୍ଳଂଘନକୁ ଆମେ ବରଦାସ୍ତ କରିବୁ ନାହିଁ


ନୂଆଦିଲ୍ଲୀ, ୫/୬  : ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସୀମାରେ ହେଉଥିବା ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି  । ସେ କହିଛନ୍ତି ଯେ, ଅସ୍ତ୍ର ବିରତି ଉଲ୍ଳଂଘନକୁ ଆମେ ବରଦାସ୍ତ କରିବୁ ନାହିଁ  । ରମଜାନ୍ ଅବସରରେ ଆମେ ଘୋଷଣା କରିଥିଲୁ ଅସ୍ତ୍ରବିରତି ବଳବତ୍ତର ରହିବ; କିନ୍ତୁ ଆମ ଜବାନ କିମ୍ବା ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ହେଲେ ତାହାର ମୁହଁତୋଡ଼ ଜବାବ ଦିଆଯିବ  । ରମଜାନ୍ ସମୟରେ ଅସ୍ତ୍ରବିରତିର ଅର୍ଥ ନୁହେଁ ଯେ, ଆକ୍ରମଣ ହେଲେ ସେନା ହାତବାନ୍ଧି ଚୂପ ବସିବ ବୋଲି ପୂର୍ବରୁ ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି  ।

ମୋଗଲ ସରାଇ ଜଙ୍କସନର ନାମ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ


ଲକ୍ଷେ୍ନø, ୫/୬  : ଉତ୍ତର ପ୍ରଦେଶ ସରକାର ଏକ ବିଜ୍ଞପ୍ତି ମାଧ୍ୟମରେ ମୋଗଲ ସରାଇ ଜଙ୍କସନର ନାମ ପରିବର୍ତ୍ତନ କରିଛନ୍ତି  । ଏହି ଜଙ୍କସନର ନାମ ଏବେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ କରାଯାଇଛି  । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି  । ଜନସଂଘର ନେତା ପଣ୍ଡିତ ଦୀନଦୟାଲ ୧୯୬୮ ଫେବୃୟାରୀ ୧୧ରେ ଏହି ଷ୍ଟେସନରେ ଏକ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ  । ଦେଶର ଚତୁର୍ଥ ବ୍ୟସ୍ତବହୁଳ ଏହି ଷ୍ଟେସନ ବ୍ରିଟିଶ ଅମଳରେ ନିର୍ମିତ ହୋଇଥିଲା

୫ ବର୍ଷ ଧରି ଭିକାରୀ ଓ ବେସାହାରାଙ୍କୁ ମାଗଣାରେ ଚିକିତ୍ସା କରି ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି ଡାକ୍ତର

୫ ବର୍ଷ ଧରି ଭିକାରୀ ଓ ବେସାହାରାଙ୍କୁ ମାଗଣାରେ ଚିକିତ୍ସା କରି ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି ଡାକ୍ତର ଦମ୍ପତ
ପୁଣେ, ୫ ।୬: ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ । କିନ୍ତୁ ଏବେ ଡାକ୍ତରଙ୍କୁ ନେଇ ଲୋକଙ୍କ ମନରେ ଏକ ଭିନ୍ନ ଧାରଣା ସୃଷ୍ଟି ହୋଇଛି । କାରଣ ଏବେ ଡାକ୍ତରମାନେ ରୋଗୀଙ୍କ ଚିକିତ୍ସା କରିବା ବଦଳରେ ଟଙ୍କା ପଛରେ ଧାଉଁଛନ୍ତି । ଏପରିକି ଟଙ୍କା ପାଇଁ ଡାକ୍ତର ରୋଗୀଙ୍କ ଶବକୁ ମଧ୍ୟ ଛାଡୁ ନାହାଁନ୍ତି । କିନ୍ତୁ ଏସବୁ ଭିତରେ ବି ମରିନି ମାନବିକତା । ସମାଜରେ ଏମିତି କିଛି ଡାକ୍ତର ଅଛନ୍ତି ଯେଉଁମାନେ ଟଙ୍କା ପଛରେ ନ ଦୌଡି ଗରିବ ଓ ବେସାହାରାଙ୍କ ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେଇଛନ୍ତି । ଆଉ ଏହାର ପ୍ରତ୍ୟେକ୍ଷ ଉଦାହରଣ ହେଉଛନ୍ତି ପୁଣେର ଡାକ୍ତର ଦମ୍ପତି । ଭିକାରୀ, ଗରିବ ଓ ଅସହାୟଙ୍କ ପାଇଁ ଭଗବାନ ଭାବେ ଉଭା ହୋଇଛନ୍ତି ପୁଣେର ଏହି ଡାକ୍ତର ଦମ୍ପତି ଅଭିଜିତ୍ ଓ ମନୀଷା ସୋନବାନେ । ଟଙ୍କା ବରଂ ଅସହାୟଙ୍କୁ ଚିକିତ୍ସା ଯୋଗାଇଦେବାକୁ ଜୀବନୀ ବ୍ରତ ଭାବେ ଧରି ନେଇଛନ୍ତି ଏହି ଡାକ୍ତର ଦମ୍ପତି । ଉଭୟ ସ୍ୱାମୀ ଓ ସ୍ତ୍ରୀ ସୋହମ ନାମକ ଏକ ସଂଗଠନ ଗଢିଛନ୍ତି, ଯାହା ଭିକାରୀମାନଙ୍କର ମାଗଣାରେ ଚିକିତ୍ସା କରିଥାଏ । ଏପରିକି ଡାକ୍ତର ଅଭିଜିତ୍ ନିଜେ ପ୍ରତ୍ୟେକ ଦିନ ସକାଳୁ ବିଭିନ୍ନ ଧାର୍ମିକ ସ୍ଥଳ ବୁଲିବା ସହ ବାହାରେ ବସିଥିବା ଭିକାରୀଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥାନ୍ତି । ଆଉ ଯେଉଁମାନଙ୍କୁ ରୋଗ ହୋଇଥିବାର ଜାଣିଥାନ୍ତି ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ କରିଦେଇଥାନ୍ତି । ବିଭିନ୍ନ ଧାର୍ମିକ ସ୍ଥଳକୁ ଯାଇଥିବାବେଳେ ଡାକ୍ତର ଦମ୍ପତି ଅନେକ ବେସାହାରା ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ୍ୁ ଭେଟିଥାନ୍ତି । ଏମାନଙ୍କ ଚିକିତ୍ସା ତ ଦୂରର କଥା ଏମାନଙ୍କୁ ଦୁଇ ଓଳି ଖାଇବାକୁ ଦେବାକୁ ମଧ୍ୟ କେହି ନଥାନ୍ତି । ଆଉ ଏଭଳି ସମୟରେ ଅଭିଜିତ୍ ସେମାନଙ୍କ ପାଇଁ ଡାକ୍ତର ରୂପି ଭଗବାନ ଭାବେ ଉଭା ହୋଇଛନ୍ତି । ଅଭିଜିତ୍ ନା କେବଳ ଚିକିତ୍ସା କରନ୍ତି ବରଂ ଦରକାର ପଡିଲେ ସେମାନଙ୍କୁ ସରକାରୀ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରିଥାନ୍ତି । ଆଉ ଏଥିପାଇଁ ଆବଶ୍ୟକୀୟ ପଡୁଥିବା ସମସ୍ତ ଖର୍ଚ୍ଚ ସେ ନିଜେ ଦେଇଥାନ୍ତି । ଘରୁ ବାହାରିବାବେଳେ ଅଭିଜିତ୍ ସାଙ୍ଗରେ ଔଷଧ ନେବାକୁ ଆଦୌ ଭୁଲନ୍ତି ନାହିଁ । ସେ ସୋମବାରରୁ ଶନିବାର ପର୍ଯ୍ୟନ୍ତ ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚିକିତ୍ସା କରିଥାନ୍ତି । ଅଭିଜିତ୍ଙ୍କ ପତ୍ନୀ ମନୀଷା ମଧ୍ୟ ପେଶାରେ ଜଣେ ଡାକ୍ତର । ୨୦୧୪ ମସିହାରେ ଏହି ଡାକ୍ତର ଦମ୍ପତି ସୋହମ ଟ୍ରଷ୍ଟ ନାମକ ଏକ ସଂଗଠନ କରିଥିଲେ । ଆଉ ସେବେଠାରୁ ଗରିବ ଓ ବେସାହାରାଙ୍କ ପାଇଁ ଏହି ଡାକ୍ତର ଦମ୍ପତି ପାଲଟି ଯାଇଛନ୍ତି ଭଗବାନ । ଅଭିଜିତ୍ଙ୍କ କହିବା ଅନୁଯାୟୀ, ସମାଜ ପାଇଁ କିଛି କରିବା ମଧ୍ୟ ତାଙ୍କର ଦାୟିତ୍ୱ । ମୁଁ ପ୍ରଥମେ ଗରିବ, ବେସାହାରା ଓ ଭିକାରୀମାନଙ୍କ ଚିକିତ୍ସା କରି ସେମାନଙ୍କୁ ଠିକ୍ କରିଥାଏ ଓ ପରେ ସେମାନଙ୍କୁ ଭିକ ମାଗିବା ଛାଡିବାକୁ କହିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ କହିଥାଏ । ଅଭିଜିତ୍ ନିଜକୁ ଭିକାରୀଙ୍କ ଡାକ୍ତର କହିବାକୁ ଆଦୌ ପଛଘୁଞ୍ଚା ଦିଅନ୍ତି ନାହିଁ । ଏପରିକି ମଝିରେ ମଝିରେ ମେଡିକାଲ କ୍ୟାମ୍ପ ଲଗାଇ ଭିକାରୀମାନଙ୍କର ମୋତିଆ ବିନ୍ଦୁ ଅପରେସନ୍ ମଧ୍ୟ କରିଥାନ୍ତି । ଅଭିଜିତ୍ଙ୍କ ଲକ୍ଷ୍ୟ ହେଉଛି, ମାଗଣାରେ ଏଭଳି ବ୍ୟକ୍ତିଙ୍କର ଚିକିତ୍ସା କରିବା । କାରଣ ଏମାନଙ୍କର ଦେଖାଶୁଣା କରିବାକୁ କେହି ଆଗକୁ ଆସିନଥାନ୍ତି । ଆଉ ଏଭଳି ପରିସ୍ଥିତିରେ ଅଭିଜିତ୍ଙ୍କ ଏହି କାର୍ଯ୍ୟ ଡାକ୍ତରମାନଙ୍କ ପ୍ରତି ସାଧାରଣ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବ । ଏହାସହ ଅନ୍ୟ ଡାକ୍ତରଙ୍କ ପାଇଁ ପ୍ରେରଣା ମଧ୍ୟ ପାଲଟିବ ।